Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେ ଧର୍ମ ଆଧାରରେ ଭେଦଭାବ କରୁନାହୁଁ : ରାମ ମାଧବ
ଆଜିର ଖବର

ଆମେ ଧର୍ମ ଆଧାରରେ ଭେଦଭାବ କରୁନାହୁଁ : ରାମ ମାଧବ

December 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ, 30/12: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମମାଧବ କହିଛନ୍ତି ଯେ, ଆମେ ଧର୍ମ ଆଧାରରେ ଭେଦଭାବ କରୁନାହୁଁ । କଂଗ୍ରେସର ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭାରତୀୟଙ୍କୁ ବିବାହ କରିବା ପରେ ନାଗରିକତା ମିଳିଛି । ତାଙ୍କୁ କେହି ତାଙ୍କର ଧର୍ମ ପଚାରି ନାହାନ୍ତି । ଏହି ଆଇନରେ କୌଣସି ପ୍ରକାରର ଦ୍ବନ୍ଦ୍ବ ନାହିଁ କିମ୍ବା ଏହା ଜଟିଳ ମଧ୍ୟ ନୁହେଁ। ଏହାକୁ ନେଇ ବିବାଦ କରାଯାଉଛି ।

ରାମମାଧବ କହିଛନ୍ତି ଯେ, ଭାରତରେ 4 ପ୍ରକାରରେ ନାଗରିକତା ମିଳିଥାଏ । ଜନ୍ମ ଆଧାରରେ, ଦେଶୀୟ ଆଧାରରେ, ଯିଏ ଭାରତର ଶରରଣ ନେଇଥାନ୍ତି ଓ ଏବେ  ନାଗରିକତା ସଂଶୋଧନ ଆଇନ ଆଧାରରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିରେ ରହିଥିବା ତିନି ପଡୋଶୀ ରାଷ୍ଟ୍ରର ଲୋକଙ୍କୁ ମଧ୍ୟ ନାଗରିକତା ମିଳିବ । ଏହା ନାଗରିକତା ଛଡାଇବ ନାହିଁ । ଯେକୌଣସି ମୁସଲମାନ ଭାରତର ନାଗରିକତା ନେଇ ପାରିବେ, କିନ୍ତୁ ଏଥିପାଇଁ କିଛି ମାନଦଣ୍ଡର ରହିଛି, ତାହାକୁ ପୂରଣ କରିବାକୁ ପଡ଼ିବ ।

ଆଜି ପ୍ରଧାନମନ୍ତ୍ରୀ ମୋଦି ସିଏଏ ସମ୍ପର୍କରେ ସଚେତନତା କରାଇବା ଉଦ୍ଦେଶରେ ଏକ ଟୁଇଟର କ୍ୟାମ୍ପେନ୍‌ର ଆରମ୍ଭ କରିଛନ୍ତି ।  (ଏଜେନ୍ସି)

caa
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026
Latest News

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.