Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାମାଙ୍କନ ପତ୍ର ଭରିବାର ଅନ୍ତିମ ଦିନରେ କେଜରୀଓ୍ବାଲ ଓ ମନୋଜ ତିଓ୍ବାରୀଙ୍କ ଟୁଇଟ୍‌ ଓ୍ବାର୍‌
ଆଜିର ଖବର

ନାମାଙ୍କନ ପତ୍ର ଭରିବାର ଅନ୍ତିମ ଦିନରେ କେଜରୀଓ୍ବାଲ ଓ ମନୋଜ ତିଓ୍ବାରୀଙ୍କ ଟୁଇଟ୍‌ ଓ୍ବାର୍‌

January 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀ ରାଜନୀତି ପାଣିପାଗ ବେଶ୍‌ ଉଷ୍ଣ ରହିଛି । ଆଜି ନାମାଙ୍କନ ଭରିବାର ଅନ୍ତିମ ଦିନରେ ଆମ୍‌ ଆଦ୍‌ମୀ ଦଳ (ଆପ୍‌) ଓ ଭାରତୀୟ ଜନତା ଦଳ (ବିଜେପି) ମଧ୍ୟରେ ଟୁଇଟ୍‌ ଓ୍ବାର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପିର ଉଦ୍ଦେଶ୍ୟ କେବଳ ମୋତେ ହରାଇବା, କିନ୍ତୁ ମୋ’ ଉଦ୍ଦେଶ୍ୟ ଭ୍ରଷ୍ଟାଚାରକୁ ହରାଇ ଦିଲ୍ଲୀକୁ ଆଗେଇ ନେବା । ଏହି ବୟାନ ଉପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଆପ୍‌ 70 ପ୍ରତିଶ୍ରୁତିକୁ ପୂରା କରିବାରେ ଫେଲ୍‌ ହୋଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟରେ ଲେଖିଥିଲେ ଯେ, – ଗୋଟିଏ ପଟେ, ବିଜେପି, ଜେଡେୟୁ, ଏଲ୍‌ଜେପି, ଜେଜେପି, କଂଗ୍ରେସ, ଆରଜେଡି ଅପରପକ୍ଷରେ ସ୍କୁଲ, ହସ୍ପିଟାଲ, ପାଣି, ବିଜୁଳି, ଫ୍ରି ମହିଳା ଯାତ୍ରା, ଦିଲ୍ଲୀର ଜନତା । ମୋର ଉଦ୍ଦେଶ୍ୟ –ହେଉଛି ଭ୍ରଷ୍ଟାଚାରକୁ ହରାଇ ଦିଲ୍‌ଲୀକୁ ଆଗେଇନେବା । ଆଉ ଅନ୍ୟ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ମୋତେ ହରାଇବା ।

ଅରବିନ୍ଦ କେଜରୀଓ୍ବାଲଙ୍କ ଏହି ଟୁଇଟ ଉପରେ ପ୍ରତିକ୍ରିୟା ରଖି  ମନୋଜ ତିଓ୍ବାରୀ କହିଛନ୍ତି ଯେ, ଗୋଟିଏ ପଟେ ଭଙ୍ଗାରୁଜା ସଡକ, ଅସନା ଦୂଷିତ ଜଳ, ଗୋଟିଏ ବି ନୂତନ ସ୍କୁଲ ନାହିଁ, ଗୋଟିଏ ବି ହସ୍ପିଟାଲ ନାହିଁ, ହସ୍ପିଟାଲ୍‌ରେ ଓଟି ବନ୍ଦ, ଗୋଟିଏ ବି ଇଲୋକଟ୍ରିକ ବସ୍‌ ନାହିଁ । ଦଳରୁ ଦୁର୍ନୀତି ବିରୁଦ୍ଧରେ ଲଢୁଥିବାକୁ ଦଳରୁ ବାହାର କରିବା ସହିତ  କଂଗ୍ରେସ ସହ ମେଣ୍ଟ ମଧ୍ୟ କରିଛି ଆପ୍‌ ।  70 ପ୍ରତିଶ୍ରୁତିକୁ ପୂରଣ କରିବାରେ ଆପ୍‌ ବିଫଳ ହୋଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜରୀଓ୍ବାଲଙ୍କ ସହ ବିଜେପି ଓ କଂଗ୍ରେସ ଦୁଇ ଅଜ୍ଞାତ ଯୋଦ୍ଧାଙ୍କୁ ବାଜିରେ ଲଗାଇଛନ୍ତି । ବିଜେପି ଏହି ଆସନରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ସୁନୀଲ୍‌ ଯାଦବଙ୍କୁ ଟିକେଟ ଦେଇଥିବାବେଳେ କଂଗ୍ରେସ ଏନଏସ୍‌ୟୁଆଇର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମେଶ ସଭରଓ୍ବାଲଙ୍କୁ ଛିଡା କରାଇଛି । (ଏଜେନ୍ସି)

delhiassemblyelection kejriwal
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.