Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏର ବୈଧତାକୁ ନେଇ ଆଜି ହେବ ଶୁଣାଣି
ଆଜିର ଖବର

ସିଏଏର ବୈଧତାକୁ ନେଇ ଆଜି ହେବ ଶୁଣାଣି

January 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତାକୁ ନେଇ ଆଜି ସୁପ୍ରିମ୍‌କୋର୍ଟରେ 144ଟି ଯାଚିକାର ଶୁଣାଣି ହେବ। ଅଧିକାଂଶ ଯାଚିକାରେ ସିଏଏକୁ ବିରୋଧ କରାଯାଇଛି। ଡିସେମ୍ବର 17ରେ ହୋଇଥିବା ଶୁଣାଣିରେ ଆଇନରେ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମନା କରିଥିଲେ। ତେବେ ଅଦାଲତ ସରକାରଙ୍କୁ ଯାଚିକା ଉପରେ ଉତ୍ତର ମାଗିବା ସହିତ ଏହି ମାମଲାର ବିସ୍ତାର ଶୁଣାଣି ପାଇଁ ଆଦେଶ ଦେଇଥିଲେ।

ଆଜି ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବେଡ୍‌, ଏସ୍‌ ଅବଦୁଲ୍‌ ନଜୀର ଓ ସଂଜୀବ ଖାନ୍ନାଙ୍କ ଅଧନୀରେ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସିଏଏ ବିରୋଧରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକ ମଧ୍ୟରେ ଆସାମ ପ୍ରଦେଶ କଂଗ୍ରେସ, ସିପିଏମ୍‌, କଂଗ୍ରେସ ନେତା ଜୟରାମ ରେମଶ, ଏଆଇଏମ୍‌ଆଇଏମ୍‌ ସାଂସଦ ଓଓ୍ବେସି, ଟିଏମ୍‌ସି ନେତା ମହୁଆ ମୋଇତ୍ରା, ଆରଜେଡି ନେତା ମନୋଜ ଝା, ଇଣ୍ଡିଆନ ୟୁନିଅନ ମୁସଲିମ୍‌ ଲିଗ୍‌, ଜମିଅତ୍‌ ଉଲେମା ଏ ହିନ୍ଦଙ୍କ ଯାଚିକା ସାମିଲ୍‌ ରହିଛି ।

ଏହି ସମସ୍ତ ଯାଚିକାରେ ସଂସଦରେ ପାସ୍‌ ହୋଇଥିବା ଏହି ନୂତନ ନାଗରିକତା ସଂଶୋଧନ ଆଇନକୁ ସମ୍ବିଧାନର ବିରୁଦ୍ଧ ବୋଲି ଦର୍ଶାଯାଇଛି। ଏଥିରେ ଧାରା 14 ଅନ୍ତର୍ଗତ ବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ କରାଯାଇଛି। ଏତଦ୍‌ବତୀତ ଏହି ଯାଚିକାରେ ଏନ୍‌ପିଆର ଓ ଏନ୍‌ଆରସି ପ୍ରସଙ୍ଗକୁ ମଧ୍ୟ ଉଠଯାଇଛି ।(ଏଜେନ୍ସି)

supremecourt ଜମିହରାକୃଷକସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

କଟକରେ ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

September 6, 2026

ଭୁବନେଶ୍ୱରରେ ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ପୁରସ୍କୃତ ହେଲେ ଶ୍ରେଷ୍ଠ ସିନେମା ଓ କଳାକାର

September 6, 2026

ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

September 6, 2026
Latest News

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପ୍ରସ୍ତୁତି: ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ

September 6, 2026

ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଟଙ୍କାର ଠକେଇ: ରିଏଲ ଏଷ୍ଟେଟ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଗିରଫ

September 6, 2026

କଟକରେ ବିଜେପିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.