Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିନ୍ଦୁତ୍ବ ପ୍ରସଙ୍ଗକୁ ଫେରିଲା ଶିବସେନା: ମୁସ୍‌ଲିମ୍‌ ଅନୁପ୍ରବେଶକାରୀଙ୍କ ପ୍ରତ୍ୟର୍ପଣକୁ ସମର୍ଥନ
ଆଜିର ଖବର

ହିନ୍ଦୁତ୍ବ ପ୍ରସଙ୍ଗକୁ ଫେରିଲା ଶିବସେନା: ମୁସ୍‌ଲିମ୍‌ ଅନୁପ୍ରବେଶକାରୀଙ୍କ ପ୍ରତ୍ୟର୍ପଣକୁ ସମର୍ଥନ

January 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
shivsena slams bjp over aligarh row
shivsena slams bjp over aligarh row

ମୁମ୍ବାଇ: ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା। ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର ସାମ୍‌ନାରେ ଉଲ୍ଲେଖ କରାଯାଇଛି। ରାଜ୍‌ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହିନ୍ଦୁତ୍ବକୁ ପ୍ରସଙ୍ଗ କରାଯାଉଥିବାରୁ ଶିବସେନା ପୁନର୍ବାର ହିନ୍ଦୁତ୍ବକୁ ପ୍ରସଙ୍ଗ କରିଛି। ଏହା ସହିତ ସାମ୍‌ନାରେ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ମଧ୍ୟ ସାମ୍‌ନାରେ ସମାଲୋଚନା କରାଯାଇଛି। ରାଜ୍‌ ଠାକ୍‌ରେଙ୍କ ଏମଏନ୍‌ଏସ୍‌ ମରାଠୀଙ୍କ ସମସ୍ୟାକୁ ନେଇ ଗଠନ କରାଯାଇଥିଲା ମାତ୍ର ଦଳ ବର୍ତ୍ତମାନ ହିନ୍ଦୁତ୍ବବାଦ ରାଜନୀତି କରିବା ହାସ୍ୟାସ୍ପଦ ବୋଲି ସାମ୍‌ନାରେ ଉଲ୍ଲେଖ କରାଯାଇଛି। ଏମଏନ୍‌ଏସ୍‌ ହିନ୍ଦୁତ୍ବକୁ ପ୍ରସଙ୍ଗ କରିବା ପରେ ସିଏଏ ବିରୋଧକୁ ସମର୍ଥନ କରୁଥିବା ଶିବସେନା ବର୍ତ୍ତମାନ ୟୁ ଟର୍ଣ୍ଣ ନେଇଛି। ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସ୍‌ଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରାଯିବା ଉଚିତ୍‌ ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନୈତିକ ଦଳ ସିଏଏକୁ ବିରୋଧ କରୁଥିବା ବେଳେ ଶିବସେନା ଲୋକସଭାରେ ଏହି ବିଲ୍‌ ପ୍ରତି ସମର୍ଥନ ଜାହିର କରିଥିଲା ମାତ୍ର ରାଜ୍ୟସଭାରେ ଦଳ ବିଲ୍‌ ବିରୋଧରେ ଭୋଟ ଦେଇଥିଲା। ଶିବସେନାର ଏହି ମନ୍ତବ୍ୟ ପରେ ମହା ଅଘାଡି ମେଣ୍ଟ ଉପରେ ଏହାର କି ପ୍ରଭାବ ପଡୁଛି ଏହା ଉପରେ ବର୍ତ୍ତମାନ ରାଜନୈତିକ ସମୀକ୍ଷକଙ୍କ ନଜର।

caa mns shivsena
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026
Latest News

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.