Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ମାସରେ ଅବସର ନେବେ 51 ଜଣ ରାଜ୍ୟ ସଭା ସଦସ୍ୟ, ମହାରାଷ୍ଟ୍ରର ସର୍ବାଧିକ 7 ଜଣ
ଆଜିର ଖବର

ଏପ୍ରିଲ ମାସରେ ଅବସର ନେବେ 51 ଜଣ ରାଜ୍ୟ ସଭା ସଦସ୍ୟ, ମହାରାଷ୍ଟ୍ରର ସର୍ବାଧିକ 7 ଜଣ

February 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆସନ୍ତା ଏପ୍ରିଲ ମାସରେ 51 ଜଣ ରାଜ୍ୟସଭା ସଦସ୍ୟ ଅବସର ନେବେ। ସର୍ବାଧିକ ସଦସ୍ୟ ମହାରାଷ୍ଟ୍ରରୁ 7 ଜଣ ଅବସର ନେଉଛନ୍ତି। ଏହି ଆସନ ପାଇଁ ଗୋଟିଏ ଥର ନିର୍ବାଚନ କରାଯିବ। ଏଥିରେ ବିଜେପି ଆଉ ଅଧିକ ଆସନ ହାସଲ କରିବ ବୋଲି ଆଶା ରଖିଛି। ବର୍ତ୍ତମାନ ରାଜ୍ୟ ସଭାର 245 ସଦସ୍ୟ ମଧ୍ୟରୁ ବିଜେପି ହାତରେ 82 ଟି ଥିବା ବେଳେ କଂଗ୍ରେସ ହାତରେ ଅଛି 46ଟି ଆସନ। ଏଥର କଂଗ୍ରେସରୁ 11 ଜଣ ଅବସର ଗ୍ରହଣ କରୁଛନ୍ତି। ତେବେ ଏହି 11 ଜଣ ମଧ୍ୟରୁ କଂଗ୍ରେସ 10ଟି ଆସନ ହାସଲ କରିବ ବୋଲି ଆଶା ରଖିଛି। ସେହିପରି ବିଜେପି ମଧ୍ୟ 13 ଟି ଆସନ ପାଇବ ବୋଲି ଆଶା ରଖିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟର ଖାଲିପଡିବାକୁ ଯାଉଥିବା ରାଜ୍ୟ ସଭା ସଦସ୍ୟ ସଂଖ୍ୟା ହେଲା

ମହାରାଷ୍ଟ୍ର-7

ତାମିଲନାଡୁ-6

ବିହାର-5

ପଶ୍ଚିମବଂଗ-5

ଆନ୍ଧ୍ରପ୍ରଦେଶ-5

ଗୁଜୁରାଟ-4

ମଧ୍ୟପ୍ରଦେଶ-3

ରାଜସ୍ଥାନ-3

ତାମିଲନାଡୁ-3

ଓଡିଶା-3

ଝାଡଖଣ୍ଡ-2

ଛତିଶଗଡ, ଆସାମ,ମଣିପୁର,ହରିୟାନା,ହିମାଞ୍ଚଳପ୍ରଦେଶ- 1 ଲେଖାଏଁ

Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ପିଲାଙ୍କ ଅନଲାଇନ୍ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ

June 11, 2026

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ

June 11, 2026
Latest News

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ପିଲାଙ୍କ ଅନଲାଇନ୍ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ

June 11, 2026

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ

June 11, 2026

ଓମାନରେ ଜାହାଜ ଉପରେ ଆକ୍ରମଣ ପରେ ଭାରତର କଡ଼ା ପ୍ରତିକ୍ରିୟା, ଆମେରିକୀୟ କୂଟନୀତିଜ୍ଞ ସମନ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.