Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନନ୍ଦନକାନନକୁ ଆଜି ଆସିଲେ 6 ନୂଆ ଅତିଥି, କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ
ଆଜିର ଖବର

ନନ୍ଦନକାନନକୁ ଆଜି ଆସିଲେ 6 ନୂଆ ଅତିଥି, କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ

March 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :  ଆଜି ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି।  ବିଳାସପୁର ଚିଡିଆଖାନାରୁ ନନ୍ଦନକାନନ ଆସିଛନ୍ତି 4ଟି ସିଂହ ଓ ଦୁଇଟି କୋକିଶିଆଳି। ଏହା ବଦଳରେ ଦୁଇଟି ଜଳହସ୍ତୀ ଦେବେ ନନ୍ଦନକାନନ କର୍ତ୍ତୃପକ୍ଷ। ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା 15କୁ ବୃଦ୍ଧି ପାଇଥିବାବେଳେ କୋକିଶିଆଳି ସଂଖ୍ୟା 4କୁ ବୃଦ୍ଧି ପାଇଛି।

ଅପରପକ୍ଷରେ  ନନ୍ଦନକାନନରରେ 16 ବର୍ଷୀୟା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ହୋଇଛି । ବୟସାଧିକ ଏବଂ ଅସୁସ୍ଥ କାରଣରୁ ସୁରଜର ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । 2004 ମସିହାରେ ଭଞ୍ଜନଗରରୁ ଉଦ୍ଧାର ହୋଇଥିଲା ଏହି କଲରାପତରିଆ ବାଘ । ¾ ମାସ ହୋଇଥିବା ବେବଳେ ତାଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା । ସୂରଜର ମୃତ୍ୟୁ ପରେ ଏବେ ନନ୍ଦନକାନରେ ଆଉ 5ଟି କଲରାପତରିଆ ବାଘ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026

ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ମାମଲା: ରାଜ ଠାକରେଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

September 2, 2026

କାର୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

September 2, 2026

ବିଧବା ମହିଳା ସନ୍ଦେହଜନକ ମୃତ୍ୟୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ

September 2, 2026
Latest News

କଂଗ୍ରେସରେ ଯୋଗଦେଲେ ଆସୀମ ୱକାର: AIMIM ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

September 2, 2026

“ଯଦି GDP ବୃଦ୍ଧି ପାଇଛି, ତେବେ ୮୫ କୋଟି ଲୋକଙ୍କୁ ମାଗଣା ରାସନ୍ କିପରି?”: ସଞ୍ଜୟ ରାଉତଙ୍କ ପ୍ରଶ୍ନ

September 2, 2026

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026

ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ମାମଲା: ରାଜ ଠାକରେଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

September 2, 2026

କାର୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.