Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ମାସ ପାଇଁ ସ୍ଥଗିତ ରହିବ ବିଦ୍ୟୁତ ଓ ଜଳ ବିଲ୍‌
ଆଜିର ଖବର

ଦୁଇ ମାସ ପାଇଁ ସ୍ଥଗିତ ରହିବ ବିଦ୍ୟୁତ ଓ ଜଳ ବିଲ୍‌

April 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ନେତା
ପାକିସ୍ତାନକୁ "ଦଲାଲ ରାଷ୍ଟ୍ର" ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

ରାଜସ୍ଥାନ :  ଦେଶରେ କରୋନା ଭାଇରସ୍‌କୁ ନେଇ ସଂକଟ ବଢିବାରେ ଲାଗିଛି । କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21 ଦିନିଆ ଲକ୍‌ ଡାଉନର ଘୋଷଣା କରାଯାଇଛି । ସେହିପରି ରାଜ୍ୟସରକାରମାନେ ଏହାକୁ ନେଇ ବେଶ୍‌ ସତର୍କ ରହିଛନ୍ତି । ଏହା ମଧ୍ୟରେ ରାଜସ୍ଥାନ ସରକାର ରାଜ୍ୟରେ ବିଜୁଳି ଓ ପାଣି ବିଲ୍‌ ପାଇଁ ଏକ ବିଶେ ଘୋଷଣା କରିଛନ୍ତି ।

ଦେଶରେ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ କାରଣରୁ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସମୟରେ ଆର୍ଥିକ ଗତିବିଧି ଉପରେ ମଧ୍ୟ ବ୍ରେକ୍‌ ଲାଗିଛି । ରାଜସ୍ଥାନର ଗେହଲତ ସରକାର ଦୁଇ ମାସ ପାଇଁ ବିଜୁଳି ଓ ପାଣିର ବିଲ୍‌କୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜସ୍ଥାନ ସରକାର ରାଜ୍ୟର ଶିଳ୍ପ ୟୁନିଟ୍‌ ଓ ଚାଷୀ ତଥା ସାଧାରଣ ଜନତାଙ୍କ ପାଇଁ ବିଜୁଳି ଓ ପାଣିର ବିଲ୍‌କୁ ଦୁଇ ମାସ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।  ଗେହଲତ୍‌ ସରକାରଙ୍କ ସରକାରଙ୍କ ଏହି ନିଷ୍ପତ୍ତି ଲକ୍‌ ଡାଉନ୍‌ କାରଣରୁ ଆର୍ଥିକ ସଂକଟ ସହ ଲଢୁଥିବା ଲୋକଙ୍କୁ ସାହାଯ୍ୟ ମିଳିବ ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ ଛୋଟ, ମଧ୍ୟମ ତଥା ବଡ ଶିଳ୍ପ ୟୁନିଟ୍‌ଗୁଡିକୁ ପ୍ରାୟ 1,68,000 ଉପଭୋକ୍ତାଙ୍କୁ  ଆଶ୍ବସ୍ତି ମିଳିବ ।  ସେହିପରି ସାଧାରଣ ଉପଭୋକ୍ତା ମାନେ ମଧ୍ୟ ଲାଭାନ୍ବିତ  କରିବା ପାଇଁ ମାର୍ଚ୍ଚ ଓ ଅପ୍ରେଲ ମାସର ପାଣି ଓ ବିଜୁଳି ବିଲ୍‌କୁ ସ୍ଥଗିତ ରଖିଛନ୍ତି । ଉପଭୋକ୍ତା ମାନେ ଏହି ବିଲ୍‌କୁ ଜୁନ୍‌ ମାସରେ ଦେୟ କରିପାରିବେ ।

କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ୍‌ ହେବା ପୂର୍ବରୁ ରାଜ୍ୟରେ ଲକ୍‌ ଡାଉନ୍‌ କରିବାର ନିଷ୍ପତ୍ତି ନେଇଥିଲା । ସେହିପରି ପ୍ରଦେଶର ସାଢେ ସାତ କୋଟି ଲୋକଙ୍କୁ ସ୍କ୍ରିନିଂ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026
Latest News

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.