Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବଦୂତ ସାଜିଲେ ସି ଆର ପି ଏଫ ର ୬୪ ବାଟାଲିୟନ କମାଣ୍ଡଣ୍ଟ
ଆଜିର ଖବର

ଦେବଦୂତ ସାଜିଲେ ସି ଆର ପି ଏଫ ର ୬୪ ବାଟାଲିୟନ କମାଣ୍ଡଣ୍ଟ

April 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବବୁଲୁ ସାହୁ
ମ.ରାମପୁର( କଳାହାଣ୍ଡି): ସମଗ୍ର ରାଜ୍ୟ କରୋନା ସହ ଲଢେଇ କରୁଥିବା ବେଳେ ମ.ରାମପୁର ବ୍ଲକର ଅସହାୟ ନୀରିହ ଲୋକେ ଘରୁ ବାହାରି ନ ପାରି ନାନା ପ୍ରକାର ହଇରାଣ ହରକତ ହେେଉଛନ୍ତି। ପ୍ରତ୍ୟହ କାମଧନ୍ଦା କରି ଜୀବିକା ନିର୍ବାହ କରୁଥିବା ଏହି ଲୋକମାନେ ବର୍ତ୍ତମାନର ଏହି ସମୟରେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। ଲକଡାଉନ ଯୋଗୁଁ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଅସହାୟଙ୍କ ପରିବାରରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଅସହାୟ ନୀରିହ ଗରିବ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସି ଆର ପି ଏଫ ର ୬୪ ବାଟାଲିୟନ। ମୋହନଗିରିଠାରେ ଥିବା ସ୍ୱତନ୍ତ୍ର ବାଟାଲିୟନ ଇନସପେକ୍ଟର ଜିଡି ମଦନ ସିଂହ, ସିଇଓ ସୁରେଶ କୁମାର ତଥା ଅନ୍ୟାନ୍ୟ କର୍ମଚାରୀମାନେ ମିଶି ସ୍ଥାନୀୟ ଲୋକମାନଙ୍କୁ ରାସନ ସାମଗ୍ରୀ, ବିସ୍କୁଟ, ତଥା ଶୁଖିଲା ଖାଦ୍ୟ ଯୋଗାଇଛନ୍ତି। ଲକଡାଉନ ସମୟରେ ସ୍ଥାନୀୟ ମାଓ ଉପଦ୍ରବ ଅଂଚଳରେ ସିଆରପିଏଫ ର ୬୪ ବାଟାଲିୟନ ସୁରକ୍ଷା ବାହିନୀର ଏଭଳି ଜନ ହିତକର କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି।

kalahandi
Share. Facebook Twitter LinkedIn Email WhatsApp Copy Link

Related Posts

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଖେଳିବେ ଭାରତୀୟ ବଂଶୋଦ୍ଭବ ଖେଳାଳି: ଜାଣନ୍ତୁ କେଉଁ ଦେଶ

June 3, 2026

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର

June 3, 2026

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026
Latest News

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026

ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ ଖେଳିବେ ଭାରତୀୟ ବଂଶୋଦ୍ଭବ ଖେଳାଳି: ଜାଣନ୍ତୁ କେଉଁ ଦେଶ

June 3, 2026

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.