Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

ଆଜି ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

April 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

(ସମୀକ୍ଷା ବ୍ୟୁରୋ) ଗତ କିଛିଦିନ ହେଲା ଓଡିଶା ସରକାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିମ୍ବା ସୂଚନା ଓ ଲୋକସମ୍ପର୍କ ବିଭାଗର ଟୁଇଟର ଜରିଆରେ ପ୍ରତିଦିନର କରୋନା ଆକ୍ରାନ୍ତଙ୍କ ବିବରଣୀ ଦେଉଛନ୍ତି। ରାଜ୍ୟର ତିନୋଟି ଯାକ ପରୀକ୍ଷା କେନ୍ଦ୍ରରେ ହୋଇଥିବା ନମୂନା ପରୀକ୍ଷା ର ଫଳାଫଳ ପ୍ରାୟ ମଧ୍ୟ ରାତ୍ରିରେ ଜଣା ପଡୁଛି। ତେବେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ୪୧ଜଣ ସକ୍ରିୟ ଆକ୍ରାନ୍ତ, ୧୨ ଜଣ ରୋଗମୁକ୍ତ ଓ ଜଣେ ମୃତ ବୋଲି ସୂଚନା ଦିଆ ଯାଇଛି। ସେ ଦୃଷ୍ଟିରୁ ଆଜି ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଜଣା ପଡୁଛି। ଇତି ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ତଥ୍ୟକୁ ସ୍ପଷ୍ଟ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026
Latest News

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.