Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିସ୍‌ ବାବୁଙ୍କ ମାନବିକତା : ହାତ ନଥିବା ମାଙ୍କଡକୁ କଦଳୀ ଖୁଆଉଛନ୍ତି, ଭାଇରାଲ୍‌ ହେଲା ଭିଡିଓ
ଆଜିର ଖବର

ପୋଲିସ୍‌ ବାବୁଙ୍କ ମାନବିକତା : ହାତ ନଥିବା ମାଙ୍କଡକୁ କଦଳୀ ଖୁଆଉଛନ୍ତି, ଭାଇରାଲ୍‌ ହେଲା ଭିଡିଓ

April 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଚାଲିଛି । ଏହି ଲକ୍‌ ଡାଉନ୍‌ ସମୟରେ ବିଶେଷ ହଇରାଣ ହେଉଛନ୍ତି ବୁଲା ଜନ୍ତୁ । ତେବେ ଏହି ଲକ୍‌ ଡାଉନ୍‌ ସମୟରେ  ପୋଲିସ୍‌ କର୍ମୀ ଓ ପଶୁପ୍ରେମୀମାନେ ବୁଲା ଜନ୍ତୁଙ୍କ ଯତ୍ନ ନେଉଛନ୍ତି। ହାତ ନଥିବା ମାଙ୍କଡଟିକୁ ଜଣେ ପୋଲିସ କର୍ମୀ କଦଳୀ ଖୁଆଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ।

ଉତ୍ତରପ୍ରଦେଶରେ ଜଣେ ପୋଲିସ କର୍ମୀ ଭୋକିଲା ମାଙ୍କଡକୁ କଦଳୀ ଖୁଆଉଥିବାର ନଜର ଆସିଛି । ପୋଲିସ୍ କର୍ମୀ ମାଙ୍କଡକୁ କଦଳୀ ଖୁଆଉଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ମାଙ୍କଡଟି ପୋଲିସ୍‌ କର୍ମୀଙ୍କ ହାତରୁ କଦଳୀ ଖାଉଥିବାବେଳେ ମାଙ୍କଡଟିର ହାତ ନାହିଁ । ଏହା ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁପାରିଛି । ପୋଲିସ୍‌ କର୍ମୀ ଜଣକ ମାସ୍କ ପିନ୍ଧି ବସି ଫୋନ୍‌ରେ କଥା ହେଉଥିବାବେଳେ ମାଙ୍କଡି ତାଙ୍କ ହାତରୁ କଦଳୀ ଖାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ବହୁ ପ୍ରଶଂସା ମିଳିବା ସହିତ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଏହାକୁ ରି ଟୁଇଟ୍‌ କରିଛନ୍ତି । 28 ହଜାରରୁ ଭିୟୁ ମିଳିସାରିଲାଣି ।

Police Officer feeding an amputee Monkey. pic.twitter.com/7IKBGLlAy6

— Khushboo S (@Khushboo_) April 17, 2020

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା 450ରୁ ଉର୍ଦ୍ଧ୍ବ ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାରରୁ ଉର୍ଦ୍ଧ୍ବ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 200 ଡେଇଁସାରିଲାଣି । (ଏଜେନ୍ସି)

policeofficer
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026
Latest News

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.