Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାସ୍‌ ଖେଳିବା ପଡିଲା ମହଙ୍ଗା : 24 ଜଣେ ହେଲେ ସଂକ୍ରମିତ
ଆଜିର ଖବର

ତାସ୍‌ ଖେଳିବା ପଡିଲା ମହଙ୍ଗା : 24 ଜଣେ ହେଲେ ସଂକ୍ରମିତ

April 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଜୟଓ୍ବାଡା : ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ସମୟରେ ଅବସର ସମୟ ବିନିଯୋଗ କରିବା ପାଇଁ କିଏ ଲୁଡୁ ତ କିଏ ତାସ୍‌ର ସାହାରା ନେଉଛି । କିନ୍ତୁ ଏବେ ଏହି ତାସ୍‌ ଖେଳିବା ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇପଡିଛି । ଏହି ତାସ୍‌ ଖେଳିବା ଚକ୍କରରେ 24 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । କୃଷ୍ଣାଜିଲ୍ଲାର ଅଧିକାରୀ ମୋହମ୍ମଦ ଇମ୍‌ତିଆଜ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ମତରେ ବିଜୟଓ୍ବାଡାର ଜଣେ ଟ୍ରକ୍‌ ଚାଳକ ଯୋଗୁଁ ବହୁ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରାୟ 40 ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

ଏହି ସହରର କୃଷ୍ଣ ଲଙ୍କା ଅଞ୍ଚଳରେ ସମୟ ବିତାଇବା ପାଇଁ ଜଣେ ଟ୍ରକ ଚାଳକ ବନ୍ଧୁ ଓ ପଡେଶୀ ସହିତ ମିଶି କରି ତାସ୍‌ ଖେଳୁଥିଲେ । ସେହି ସମୟରେ ମହିଳାମାନେ ମଧ୍ୟ ଏକାଠି ହୋଇ ଖେଳ ଖେଳୁଥିଲେ । ସାମାଜିକ ଦୂରତ୍ବ ଅଭାବ କାରଣରୁ 24 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଟ୍ରକ୍‌ ଚାଳକ ଜଣକ ସାମାଜିକ ଦୂରତ୍ବ ଉଲ୍ଲଂଘନ କରିଥିଲେ ଏହି କାରଣରୁ 15 ଜଣ କରୋନା କବଳରେ କବଳିତ ହୋଇଛନ୍ତି । ବିଜୟଓ୍ବାଡାରୁ ଏପର୍ଯ୍ୟନ୍ତ 100ଟି କରୋନା ମାମଲା ସାମ୍ନାକୁ ଆସିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Latest News

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.