Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୁଡୁ ଖେଳ ପାଇଁ ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଲେ ସ୍ବାମୀ
ଆଜିର ଖବର

ଲୁଡୁ ଖେଳ ପାଇଁ ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଲେ ସ୍ବାମୀ

April 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁଜୁରାଟ : ଲକ୍‌ ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଥିବାବେଳେ ଲୁଡୁ ଖେଳି ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଏହି ଲୁଡୁ ଖେଳ ଏବେ ବେଶ୍‌ ଘାତକ ସାବ୍ୟସ୍ତ ହୋଇଛି ।  ଲୁଡକୁ ନେଇ ଗୁଜୁରାଟର ବଡଦୋରା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଲୁଡୁ ଖେଳିବା ମହାଙ୍ଗା ସାବ୍ୟସ୍ତ ହୋଇଛି । ଲୁଡୁ ଖେଳରେ ସ୍ବାମୀଙ୍କୁ ହରାଇବା ପରେ ତାଙ୍କ ସ୍ବାମୀ ଜଣକ ରାଗରେ ମହିଳାଙ୍କୁ  ଧକ୍କା ମାରିଥିଲେ । ଏଥିରେ ମହିଳାଙ୍କର ମେରୁଦଣ୍ଡ ହାଣ୍ଡ ଭାଙ୍ଗିଯାଇଥିବାର ସୂଚନା ରହିଛି ।

ସ୍ତ୍ରୀ ଜଣକ ସ୍ବାମୀ ବାହାରେ ଯାଇ ଅନ୍ୟମାନଙ୍କ ସହିତ ସମୟ ନ ବିତାଇବାଠାରୁ ଘରେ ରହିବାକୁ ଚାହୁଁଥିଲେ ଏଥିପାଇଁ  ସେ ତାଙ୍କ ସ୍ବାମୀଙ୍କୁ ଅନ୍‌ ଲାଇନ୍‌ରେ ଲୁଡ ଖେଳିବାକୁ ପ୍ରସ୍ତାବ ଦେଇଥିଲେ । ସ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମୋବାଇଲ୍‌ରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ସ୍ବାମୀ ଜଣକ । କିନ୍ତୁ ଏହି ଖେଳରେ ସ୍ବାମୀଙ୍କ ହରାଇବା ସ୍ତ୍ରୀ ପାଇଁ ମହାଙ୍ଗା ପଡ଼ିଲା । । ସ୍ବାମୀ ଜଣକ ଲଗାତର ତିନିରୁ ଚାରିଥର ହାରିଗଲା ପରେ ରାଗରେ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲେ। ଏହି ଧକ୍କା ଦେବା ଫଳରେ ସ୍ତ୍ରୀଙ୍କ ମେରୁଦଣ୍ଡରେ ହାଡ ଭାଙ୍ଗି ଯାଇଥିବାର ସୂଚନା ରହିଛି । ତେବେ ତତ୍‌କ୍ଷଣାତ ମହିଳାଙ୍କ ଚିକିତ୍ସା କରାଯାଇଥିଲା ।

181 ଅଭୟମ୍‌ ହେଲପ୍‌ଲାଇନ୍‌ ଜରିଆରେ ଏହି ମାମଲା ପହଞ୍ଚିବା ପରେ ପରାମର୍ଶଦାତା ମହିଳାଙ୍କୁ ଦୁଇଟି ବିକଳ୍ପ ଦେଇଥିଲେ। ସ୍ବାମୀଙ୍କ ବିରୋଧରେ ପୋଲିସ୍‌ରେ ମାମଲା କରିବା ଅନ୍ୟଟି ଥିଲା ଏହାର ଆପୋଷ ସମାଧାନ କରିବା । ସ୍ବାମୀ ଜଣକ କ୍ଷମା ମାଗିବା ପରେ ମହିଳା ଜଣକ ଏହି ଘଟଣାକୁ ନେଇ ବୁଝାମଣା କରିନେଇଛନ୍ତି । ତେବେ କିଛି ମହିଳା ଜଣକ କିଛି ଦିନପାଇଁ ପିତାମାତାଙ୍କ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସ୍ବାମୀଙ୍କୁ ଚେତାବନୀ ଦିଆଯାଇଛି । ସ୍ବାମୀ ଅପେକ୍ଷା ସ୍ତ୍ରୀ ଅଧିକ ଚତୁର ହୋଇଥିବାରୁ ସ୍ବାମୀଙ୍କୁ ଏହା ଅଧିକ ଆଘାତ ଦେଇଥିଲା ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

August 25, 2026

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

August 25, 2026
Latest News

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

August 25, 2026

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

August 25, 2026

ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍ ସମାରୋହ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.