Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ ଡାଉନ୍‌ 3.0.: ମଦ ଓ ପାନ ଦୋକାନ ଖୋଲିବାକୁ ମିଳିଲା ସର୍ତ୍ତମୂଳକ ଅନୁମତି
ଆଜିର ଖବର

ଲକ୍ ଡାଉନ୍‌ 3.0.: ମଦ ଓ ପାନ ଦୋକାନ ଖୋଲିବାକୁ ମିଳିଲା ସର୍ତ୍ତମୂଳକ ଅନୁମତି

May 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସଂକଟ ସହ ଲଢିବା ପାଇଁ ଦେଶର ଲକ୍‌ଡାଉନ୍‌ ଜାରି ରହିଛି । ଏବେ ଲକ୍‌ଡାଉନର ଅବଧିକୁ ଦୁଇ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହା ଏବେ ମେ 17ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏହି ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି ।

ଲକ୍‌ଡାଉନ୍‌ 3.0ରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି । ଏହା ସହିତ ପାନ ମସଲା, ଗୁଟ୍‌ଖା ଓ ତମାଖୁ ଆଦି ବିକ୍ରିକୁ ଅନୁମତି ଦିଆଯାଇଛି । ଗ୍ରୀନ୍‌ ଜୋନ୍‌ରେ ଏହି ମଦ ଦୋକାନ ଖୋଲା ଯାଇପାରିବ ।  ତେବେ କଣ୍ଟନମେଣ୍ଟ ଜୋନ୍‌ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି କେବଳ ଏକକ ଦୋକାନରେ ମଦ ବିକ୍ରି କରାଯାଇ ପାରିବ ବୋଲି ସୂଚନା ରହିଛି।

ମଲ୍‌ କିମ୍ବା ମାର୍କେଟିଂ କମ୍ପ୍ଲେକ୍ସରେ ମଦ ବିକ୍ରି କରାଯାଇପାରିବ ନାହିଁ । ସେହିପରି ସାର୍ବଜନିକ ସ୍ଥାନରେ ଏହାର ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ସାର୍ବଜନିକ ସ୍ଥାନରେ  ପାନ ମସଲା, ମଦ, ଗୁଟ୍‌ଖା ଓ ତମାଖୁ ଆଦିର ସେବନ କରିପାରିବେ ନାହିଁ ।

ସେହିପରି ମଦ ଦୋକାନରେ ଅତି କମ୍‌ରେ ଛଅ ଫିଟ୍‌ ଦୂରତା ରଖାଯିବା ସହିତ ସାମାଜିକ ଦୂରତ୍ବକୁ ପାଳନ କରିବାକୁ ବାଧ୍ୟ କରାଯାଇଛି । ସେହିପରି ଗୋଟେ ଦୋକାନରେ ପାଞ୍ଚରୁ ଅଧିକ ଗ୍ରାହକ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଛି ।

ପ୍ରଥମେ ଦେଶରେ 21 ଦିନ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଥିବାବେଳେ ଦ୍ବିତୀୟ ଥର ପାଇଁ 19 ଦିନ ଓ ତୃତୀୟ ଥର ପାଇଁ 14 ଦିନ ପର୍ଯ୍ୟନ୍ତ ଏହି ଲକ୍‌ ଡାଉନ୍‌ ଜାରି ରହିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026
Latest News

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.