Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବକଙ୍କ ଉନ୍ମତ୍ତ କାଣ୍ଡ : ପୋଲିସ୍‌ କର୍ମୀଙ୍କ ଉପରେ ଚଢାଇଲେ ଗାଡି
ଆଜିର ଖବର

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ପୋଲିସ୍‌ କର୍ମୀଙ୍କ ଉପରେ ଚଢାଇଲେ ଗାଡି

May 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜଲନ୍ଧର : ପଞ୍ଜାବ ରାଜ୍ୟ ଜଲନ୍ଧରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଯୁବକ ଜଣକ ଚେକ୍‌ପୋଷ୍ଟ ନିକଟରେ ଛିଡା ହୋଇଥିବା ଜଣେ ପୋଲିସ୍‌ କର୍ମୀଙ୍କ ଉପରକୁ କାର ଚଢାଇ ଦେଇଛନ୍ତି । ତେବେ ଯୁବକ ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଜଲନ୍ଧରର ମିଲ୍କ ବାର୍‌ ଛକ ନିକଟରେ ଠିଆ ହୋଇଥିବା ପୋଲିସ୍‌କର୍ମୀମାନେ  ଏକ କାର୍‌କୁ ରହିବାକୁ ଆଦେଶ ଦେଇଥିଲେ । କିନ୍ତୁ କାର୍‌ରେ ରହିଥିବା ଯୁବକ ଜଣକ କାହାରି କଥା ନ ଶୁଣି ଏସଏସଆଇଙ୍କ ଉପରେ କାର୍‌ ଚଢାଇ ଦେଇଥିଲେ । କାର୍‌ରେ ପୋଲିସ କର୍ମୀ ଜଣକ ଘୋଷାଡି ହୋଇ ବେଶ୍‌ କିଛି ବାଟ ଚାଲି ଯାଇଥିଲେ । ଅତିରିକ୍ତ ଏସ୍‌ଏଚ୍‌ଓ ଗାଡିର ପିଛା କରି ଯୁବକଙ୍କୁ ଧରିଥିଲେ ।

ଲକ୍ ଡାଉନ୍‌ ଜାରି ହୋଇଥିବା ସମୟରେ ପଞ୍ଜାବରେ ପୋଲିସ୍‌ ସହ ଦୁର୍ବ୍ୟବହାର ହେଉଥିବାର ଖବର ସାମ୍ନାକୁ ଆସୁଛି । କିଛି ଦିନ ତଳେ ପଞ୍ଜାବର ପଟିଆଲା ସହର ସ୍ଥିତ ସବ୍‌ଜୀ ମଣ୍ଡି ନିକଟରେ କର୍ଫ୍ୟୁ ପାସ୍‌କୁ ନେଇ ନିହଙ୍ଗ ଶିଖ୍‌ମାନେ ପୋଲିସ୍‌ ସହ ଝଗଡା କରିବା ସହିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଏଏସ୍‌ଆଇଙ୍କ ହାତ କାଟି ଦେଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026
Latest News

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.