Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋମ୍‌ କ୍ବାରେଣ୍ଟାଇନରେ 40 ସିଆରପିଏଫ୍‌ ଯବାନ : ସିଲ୍‌ ହେଲା ଦିଲ୍ଲୀ ମୁଖ୍ୟାଳୟ
ଆଜିର ଖବର

ହୋମ୍‌ କ୍ବାରେଣ୍ଟାଇନରେ 40 ସିଆରପିଏଫ୍‌ ଯବାନ : ସିଲ୍‌ ହେଲା ଦିଲ୍ଲୀ ମୁଖ୍ୟାଳୟ

May 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ସିଆରପିଏଫ୍‌ ମୁଖ୍ୟାଳୟରେ ଜନୈକ ଡ୍ରାଇଭର କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ମୁଖ୍ୟାଳୟକୁ ସିଲ୍‌ କରି ଦିଆଯାଇଛି । ଗତକାଲି 68 ଯବାନ ସଂକ୍ରମିତ ହୋଇଥିବା ବେଳେ ଆଜି ମୁଖ୍ୟାଳୟର ଜନୈକ ଡ୍ରାଇଭର୍‌ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଡ୍ରାଇଭର୍‌ ଜଣକ ସଂକ୍ରମିତ ହେବା ପରେ 40 ଜଣ ସିଆରପିଏଫ୍‌ ଯବାନ ଏବଂ ଦିଲ୍ଲୀର ସହକାରୀ ଡିଆଇଜିଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି ।

crpf
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ନୃତ୍ୟ ଓ ଯୁଗଳ ବଂଶୀ ବାଦନରେ ଦର୍ଶକ ବିଭୋର

September 8, 2026

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026

ଜୟପୁରରୁ କଲରାପତରିଆ ବାଘଛାଲ ଜବତ: ଡିଆରଆଇ ଚଢ଼ାଉରେ କାର୍‌ ସହ ଅଭିଯୁକ୍ତ ଗିରଫ

September 8, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି

September 8, 2026
Latest News

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ନୃତ୍ୟ ଓ ଯୁଗଳ ବଂଶୀ ବାଦନରେ ଦର୍ଶକ ବିଭୋର

September 8, 2026

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026

ଜୟପୁରରୁ କଲରାପତରିଆ ବାଘଛାଲ ଜବତ: ଡିଆରଆଇ ଚଢ଼ାଉରେ କାର୍‌ ସହ ଅଭିଯୁକ୍ତ ଗିରଫ

September 8, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି

September 8, 2026

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.