Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ ବାହାଘରରେ ପୋଲିସ୍‌ ସାଜିଲା କନ୍ୟାପକ୍ଷ : ସୋସିଆଲ ମିଡିଆରେ ପ୍ରଶଂସା
ଆଜିର ଖବର

ଲକ୍‌ଡାଉନ୍‌ ବାହାଘରରେ ପୋଲିସ୍‌ ସାଜିଲା କନ୍ୟାପକ୍ଷ : ସୋସିଆଲ ମିଡିଆରେ ପ୍ରଶଂସା

May 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନାଗପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅନେକ ବିବାହ ବନ୍ଦ ରଖାଯାଉଛି । ତେବେ ଏହି ସମୟରେ ବିବାହ କରୁଥିବା ଏକ ଯୋଡିଙ୍କ ବାହାଘରରେ ସାମିଲ ହୋଇଛି ନାଗପୁର ପୋଲିସ୍‌ । ବିବାହ କରୁଥିବା ଝିଅର ପିତାମାତା ନଥିବା ବେଳେ ଅନ୍ୟ ବନ୍ଧୁବାନ୍ଧବ ଲକ୍‌ଡାଉନ୍‌ କାରଣରୁ ଆସି ପାରିନଥିଲେ । ତେବେ ନାଗପୁର ପୋଲିସ୍‌ ବାହାଘରରେ ସାମିଲ ହେବା ସହିତ କନ୍ୟାପକ୍ଷର ଭୂମିକା ନିଭାଇଥିଲେ । ଏହାପରେ ବରବଧୂଙ୍କୁ ଆଶୀର୍ବାଦ କରିଥିଲେ ପୋଲିସ୍‌ । ବୁଧବାର ଘଟିଥିବା ଏହି ବିବାହର ଫଟୋ ନାଗପୁର ପୋଲିସ୍‌ ଟ୍ବିଟ୍ଟରରେ ସେୟାର କରିବା ପରେ ଏହାକୁ ଢେର ପ୍ରଶଂସା କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026

ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ

August 8, 2026

ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬: ଚାମ୍ପିଅନ ହେଲା ଓଡ଼ିଶା

August 8, 2026

ଚାକିରି ପ୍ରଶ୍ନରେ ରାହୁଲଙ୍କୁ ରିଜିଜୁଙ୍କ ଟାର୍ଗେଟ୍‌: ‘ପ୍ରୟାଗରାଜ ନୁହେଁ, ରାଞ୍ଚି ଯାଇଥାନ୍ତେ ଭଲ ହୋଇଥାନ୍ତା’

August 8, 2026
Latest News

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026

ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ

August 8, 2026

ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬: ଚାମ୍ପିଅନ ହେଲା ଓଡ଼ିଶା

August 8, 2026

ଚାକିରି ପ୍ରଶ୍ନରେ ରାହୁଲଙ୍କୁ ରିଜିଜୁଙ୍କ ଟାର୍ଗେଟ୍‌: ‘ପ୍ରୟାଗରାଜ ନୁହେଁ, ରାଞ୍ଚି ଯାଇଥାନ୍ତେ ଭଲ ହୋଇଥାନ୍ତା’

August 8, 2026

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.