Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ଫସି ରହିଥିବା ତିନି ହଜାର ବାହାର ଶ୍ରମିକ ନିଜ ରାଜ୍ୟକୁ ଗଲେ, ଝାଡଖଣ୍ଡର ସର୍ବାଧିକ ନଅ ଶହ
ଆଜିର ଖବର

ଓଡିଶାରେ ଫସି ରହିଥିବା ତିନି ହଜାର ବାହାର ଶ୍ରମିକ ନିଜ ରାଜ୍ୟକୁ ଗଲେ, ଝାଡଖଣ୍ଡର ସର୍ବାଧିକ ନଅ ଶହ

May 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Government has facilitated movement of nearly 3000 "Guest Workers" to their respective home States. Nearly 900 workers from Jharkhand, 600 from Rajasthan and 500 migrant workers from WB have reached their home.

ଭୁବନେଶ୍ବର, ବାହାର ରାଜ୍ୟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଠା କରୁଛନ୍ତି। ଠିକ୍ ସେହିପରି ଓଡିଶାରେ ଫସି ରହିଥିବା ବାହାର ଶ୍ରମିକଙ୍କୁ ମଧ୍ୟ ରାଜ୍ୟ ସରକାର ପଠାଇବାର ବନ୍ଦୋବସ୍ତ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ଓଡିଶାରୁ 3 ହଜାର ଫସିରହିଥିବା ଶ୍ରମିକଙ୍କୁ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟ ଶ୍ରମ ବିଭାଗର ଉଦ୍ୟମ ଯୋଗୁ ବସ୍ ଯୋଗେ ଏହି ଶ୍ରମିକଙ୍କୁ ପଠାଇଯାଇଛି।

ଏହି ତିନି ହଜାର ଶ୍ରମିକଙ୍କ ମଧ୍ୟରୁ 9 ଶହ ଶ୍ରମିକ ଝାଡଖଣ୍ଡର ହୋଇଥିବା ବେଳେ 6ଶହ ରାଜସ୍ଥାନ ରାଜ୍ୟର ଅଛନ୍ତି। ସେହିପରି ପଶ୍ଚିମ ବଂଗର 5 ଶହ ଶ୍ରମିକଙ୍କୁ ତିନୋଟି ଭିନ୍ନ ଭିନ୍ନ ବସରେ ଏମାନଙ୍କୁ ପଠାଯାଇଛି।

migrant laborers
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.