Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଦ ପାଇଁ ଚାଖଣା ନଥିବାରୁ ବନ୍ଧୁଙ୍କୁ ହତ୍ୟା କଲା ଆଉ ଜଣେ ବନ୍ଧୁ
ଆଜିର ଖବର

ମଦ ପାଇଁ ଚାଖଣା ନଥିବାରୁ ବନ୍ଧୁଙ୍କୁ ହତ୍ୟା କଲା ଆଉ ଜଣେ ବନ୍ଧୁ

May 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ତାମିଲନାଡୁରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ମଦ ସହ ଚାଖଣା ନଥିବାରୁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ହତ୍ୟା କରିଛି।

ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ଚେଙ୍ଗଲପୁରା ଜିଲ୍ଲାର ଗୁଡୁବନଚେରୀ ସହରରେ ଜଣେ 38 ବର୍ଷୀୟ ବ୍ୟକ୍ତି 43 ବର୍ଷୀୟ ସାଙ୍ଗକୁ ଛୁରୀ ଦ୍ବାରା ହତ୍ୟା କରିଛି। ସାଙ୍ଗ ଜଣକ ମଦ ପିଇବା ପାଇଁ ଚାଖଣା ବ୍ୟବସ୍ଥା କରିନଥିବାରୁ ରାଗରେ ସାଙ୍ଗର ହତ୍ୟା କରିଛି ଆଉ ଜଣେ ସାଙ୍ଗ ।

ଦୁହେଁ ରିୟଲ୍‌ଇଷ୍ଟେଟ୍‌ରେ ବ୍ରୋକର୍‌ ରୂପେ କାର୍ଯ୍ୟ କରୁଥିଲେ । ଏତଦ୍‌ବ୍ୟତୀତ ସେମାନେ କ୍ୟାବ୍‌ ଡ୍ରାଇଭିଂ ଓ ଫୁଲ୍‌ ବିକ୍ରି ମଧ୍ୟ  କରୁଥିଲେ । ମୃତକଙ୍କ ନାମ ବିନୟଗାମ ହୋଇଥିବାବେଳ ଅଭିଯୁକ୍ତ ଜଣକ ହେଉଛନ୍ତି ବାସୁ ।  ଲକ୍‌ଡାଉନ୍‌ ସମୟରେ ତାମିଲନାଡୁରେ ମଦ ଦୋକାନ ଖୋଲାଯିବା ପରେ ଦୁହେଁ ମଦ ପିଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ମଦ କିଣିଥିଲେ । ମଦ ସହିତ ଖାଇବା ପାଇଁ ମାଂସ ପସ୍ତୁତ କରିବା ପାଇଁ ଜଣେ ବିନୟଗାମ ବାସୁକୁ କହିଥିଲେ । କିନ୍ତୁ ଯେତେବେଳେ ଦୁଇ ସାଙ୍ଗ ମଦ ପିଇବା ପାଇଁ ବସିଲେ ମାଂସ ଆଣିବାକୁ ଭୁଲି ଯାଇଥିଲେ ବୋଲି କହିଥିଲେ ବାସୁ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଗରେ ବାସୁ ବିନୟଗାମକୁ ଛୁରୀ ଭୁସି ଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ପୋଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ କରିନଥିବାର ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପତଞ୍ଜଳି ଅଟାରେ କୀଟନାଶକ: ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

July 27, 2026

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ

July 27, 2026

ଚିଲିକାରେ ଭାଙ୍ଗୁଛି ବିଜେଡି ଗଡ, ବିଜେପିରେ ସାମିଲ ହେଲେ ବହୁ ବିଜେଡି ନେତା

July 27, 2026

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଦାୟ, ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

July 27, 2026
Latest News

ପତଞ୍ଜଳି ଅଟାରେ କୀଟନାଶକ: ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

July 27, 2026

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ

July 27, 2026

ଚିଲିକାରେ ଭାଙ୍ଗୁଛି ବିଜେଡି ଗଡ, ବିଜେପିରେ ସାମିଲ ହେଲେ ବହୁ ବିଜେଡି ନେତା

July 27, 2026

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଦାୟ, ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

July 27, 2026

ସିଜେପି ପରେ ଆରଏଚଏ ଏବଂ ଇ-୨୦: ଦ୍ରୁତ ଗତିରେ ବଢୁଛି ଫଲୋଅର୍ସଙ୍କ ସଂଖ୍ୟା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.