Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ର ପ୍ରଭାବ : ରାସ୍ତାକଡରେ ସନ୍ତାନ ପ୍ରସବ ପରେ 270 କିମି ଚାଲି ଚାଲି ଗଲେ ମହିଳା
ଆଜିର ଖବର

ଲକ୍‌ଡାଉନ୍‌ର ପ୍ରଭାବ : ରାସ୍ତାକଡରେ ସନ୍ତାନ ପ୍ରସବ ପରେ 270 କିମି ଚାଲି ଚାଲି ଗଲେ ମହିଳା

May 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଲିଗଡ : ଲକ୍‌ଡାଉନ୍‌ ସମୟରେ ଦେଶବ୍ୟାପୀ ଚଳାଚଳ ବନ୍ଦ ହୋଇଥିବା ବେଳେ ଏହା ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ । ଉତ୍ତରାଖଣ୍ଡରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଚଣ୍ଡୀଗଡରୁ ନିଜ ପତିଙ୍କ ସହିତ ମଧ୍ୟପ୍ରଦେଶ ଫେରୁଥିବା ବେଳେ ରାସ୍ତା ମଝିରେ ସନ୍ତାନ ପ୍ରସବ କରିଥିଲେ ମହିଳା ଜଣକ । ଚଣ୍ଡୀଗଡରୁ 180 କିମି ଦୂର ଚାଲିବା ପରେ ମାନ୍‌ କୁମାର ନାମକ ମହିଳା ଜଣକ ଉତ୍ତରାଖଣ୍ଡରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ମାନ୍‌ କୁମାର ଆହୁରି 270 କିମି ପଦଯାତ୍ରା କରିଥିଲେ । 6 ଦିନ ଚାଲିବା ପରେ ନିଜର 50 ସାଥୀଙ୍କ ସହିତ ମହିଳା ଜଣକ ଆଲିଗଡରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀଙ୍କ ପକ୍ଷରୁ 50 ଜଣଙ୍କ ପାଇଁ ଖାଇବା ପ୍ରସ୍ତୁତ କରାଯିବା ସହିତ ଶିଶୁ ନିମନ୍ତେ ଡ୍ରେସ୍‌ ମଧ୍ୟ ପ୍ରଦାନ କରାଯାଇଥିଲା । ଏପରିକି ରାସ୍ତାରେ ଫେରିବା ନିମନ୍ତେ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ନବଜାତକ ଶିଶୁ ଏବଂ ମା ଉଭୟ ସରକ୍ଷିତ ଅଛନ୍ତି ବୋଲି ମହିଳାଙ୍କ ସ୍ବାମୀ ସଞ୍ଜୟ କୁମାର ପ୍ରକାଶ କରିଛନ୍ତି । (ଏଜେନ୍ସି)

ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026
Latest News

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.