Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରୁ ବାହାରିଲେ 123ଟି ନାଗ ସାପ : ଗାଁ ଛାଡିଲେ ପରିବାର
ଆଜିର ଖବର

ଘରୁ ବାହାରିଲେ 123ଟି ନାଗ ସାପ : ଗାଁ ଛାଡିଲେ ପରିବାର

May 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ମଧ୍ୟପ୍ରଦେଶର ଗୋଟିଏ ଘରୁ ବାହାରିଛି 123ଟି ନାଗସାପ । ଏହି ଘଟଣାରେ ଭୟଭୀତ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗାଁ ଛାଡି ପଳାଇଛନ୍ତି । ମଧ୍ୟପ୍ରଦେଶର ରୋନ୍‌ ଗ୍ରାମରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଉକ୍ତ ଘରୁ ସବୁ ସାପ ଉଦ୍ଧାର ହୋଇନଥିବା ବେଳେ ସାପଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସାପ ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରକାଶ କରାଯାଇଛି । ଉକ୍ତ ଘରର ମାଲିକ ଜୀବନ ସିଂ କୁଶଓ୍ବାହା ନିଜର ସମ୍ପୂର୍ଣ୍ଣ ପରିବାରକୁ ଗାଁ ବାହାରକୁ ପଠାଇ ଦେଇଛନ୍ତି । ନିଜେ ଘରର ଦ୍ବାରପାଳ ଭାବରେ ବସି ରହିଛନ୍ତି କୁଶଓ୍ବାହା ।

ତେବେ ଏହି ଘଟଣାକୁ ନେଇ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଏବଂ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ 123ଟି ସାପ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । (ଏଜେନ୍ସି)

cobra
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହେଲେ ପରିମଳ ନାଥୱାନୀ

June 18, 2026

ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ

June 18, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026

RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

June 18, 2026
Latest News

କଂଗ୍ରେସକୁ ବଡ଼ ଝଟକା: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହେଲେ ପରିମଳ ନାଥୱାନୀ

June 18, 2026

ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ

June 18, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026

RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

June 18, 2026

ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି ପ୍ରସଙ୍ଗ: ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.