Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୀର୍ତ୍ତି ନଗରସ୍ଥିତ ଏକ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ : 100ଟି ଘର ପୋଡି ପାଉଁଶ
ଆଜିର ଖବର

କୀର୍ତ୍ତି ନଗରସ୍ଥିତ ଏକ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ : 100ଟି ଘର ପୋଡି ପାଉଁଶ

May 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର କୀର୍ତ୍ତି ନଗର ସ୍ଥିତ ଚୁନା ଭଟ୍ଟି ନିକଟସ୍ଥ ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 100ଟି ଘର ପୋଡି ଯାଇଥିବାର ସୂଚନା ମିଳିଛି । ଆଜି ସକାଳ 11 ଘଟିକା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ ।

ଘଟଣାସ୍ଥଳରେ 29ଟି ଦମକଳ ଗାଡି ପହଞ୍ଚି ନିଆ୍ଁକୁ ଆୟ୍ତତ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହି ବସ୍ତିରେ ରହୁଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ରେଳ ଧାରଣା ଉପରକୁ ଚାଲି ଆସିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ରେଳ ଧାରଣାରେ ମଧ୍ୟ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି । କିନ୍ତୁ କୌଣସି ଟ୍ରେନ୍‌ ନ ଆସୁଥିବାରୁ କିଛି କ୍ଷତି ହୋଇନଥିବାର ଜଣାପଡିଛି । ତେବେ ଅଗ୍ନିକାଣ୍ଡ କିଭଳି ଓ କେଉଁ କାରଣ ପାଇଁ ଲାଗିଛି, ତାହା ଜଣା ପଡି ନାହିଁ ।  ତେବେ ଏଠାରେ ଥିବା ଘର ଓ ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବାର ଏଠାରେ ରହୁଥିବା ଲୋକମାନଙ୍କର ବହୁତ କ୍ଷତି ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026
Latest News

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026

ସାଧାରଣ ଅଟୋ ଡ୍ରାଇଭରରୁ ରାଜନେତା: କେ. ବିଜୟ ଧାମୁ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.