Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓହ୍ଲେଇ ଦେଲେନି, ଚେନ୍‌ ଟାଣି ପଳାଇଲେ ପ୍ରବାସୀ
ଆଜିର ଖବର

ଓହ୍ଲେଇ ଦେଲେନି, ଚେନ୍‌ ଟାଣି ପଳାଇଲେ ପ୍ରବାସୀ

May 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା :  ଓହ୍ଲାଇ ଦେଲେନି, ଚେନ୍‌ ଟାଣି ପଳାଇଲେ ପ୍ରବାସୀ ଶ୍ରମିକ । ଝାଡଖଣ୍ଡ ସୀମା ନୂଆଗାଁ ଷ୍ଟେସନରେ ଚେନ୍‌ ଟାଣି ଓହ୍ଲାଇଗଲେ ଶ୍ରମିକ । ପ୍ରାୟ ଦୁଇ ଶହ ଶ୍ରମିକ ଓହ୍ଲାଇ ଯାଇଥିବା ବନ୍ଧମୁଣ୍ଡା ଏଆର୍‌ଏମ୍‌ ସୂଚନା ଦେଇଛନ୍ତି । ମହାରାଷ୍ଟ୍ର କୋହ୍ଲାପୁରରୁ  ଝାଡଖଣ୍ଡରୁ ବୋକାରୋ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ଆସୁଥିଲେ ପ୍ରବାସୀ ।  ଏହି ଟ୍ରେନ୍‌ରେ ବୌଦ୍ଧ, ସୋନପୁର, ବାଲେଶ୍ବର ଜିଲ୍ଲାର 4 ଶହରୁ ଅଧିକ ଶ୍ରମିକ ଆସୁଥିଲେ । ଏହି ଶ୍ରମିକମାନେ ଝାରସୁଗୁଡାରେ ଓହ୍ଲାଇବାର ଥିଲା, ମାତ୍ର ଷ୍ଟେସନ କର୍ତ୍ତୃପକ୍ଷ ଅନୁମତି ଦେଲେନି। ସେମାନଙ୍କୁ ରାଉରକେଲାରେ ଓହ୍ଲାଇବାକୁ କୁହାଯାଇଥିଲା । ରାଉରକେଲାରେ ପହଞ୍ଚିବା ପରେ ବି ସେମାନଙ୍କୁ ଏଠାରେ ଓହ୍ଲାଇବାର ଅନୁମତି ଦିଆଯାଇଥିଲା । ଟ୍ରେନ୍‌ଟି ବୋକାରୋ ପଳାଉଥିବାବେଳେ ଚେନ୍‌ ପୁଲିଂ କରିଥିଲେ ଶ୍ରମିକ । ସୁନ୍ଦରଗଡ ଜିଲ୍ଲା ନୂଆଗାଁରେ ଚେନ୍‌ ପୁଲିଂ କରି ପ୍ରାୟ ଦୁଇ ଶହ ଶ୍ରମିକ ପଳାଇ ଯାଇଥିଲେ ବୋଲି ସୂଚନା ରହିଛି ।

ଚେନ୍‌ ପୁଲିଂ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026
Latest News

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.