Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁରରୁ ଚିହ୍ନଟ 14 ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଜିଲ୍ଲା ପ୍ରଶାସନ
ଆଜିର ଖବର

ଜଗତସିଂହପୁରରୁ ଚିହ୍ନଟ 14 ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଜିଲ୍ଲା ପ୍ରଶାସନ

June 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର :ଆଜି ଜଗତସିଂହପୁରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜଣଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଚିହ୍ନଟ ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା । ସେଥରୁ ଆନ୍ଧ୍ରରୁ ଜଣେ ମହାରାଷ୍ଟ୍ରରୁ ୭ଜଣ ରହିଥିବାବେଳେ ଗୁଜୁରାଟର ୩, ତାମିଲନାଡରୁ ୨, ପଶ୍ଚିମବଙ୍ଗରୁ ଜଣେ ରହିଛନ୍ତି । ଏହି ନୂତନ ୧୪ ଆକ୍ରାନ୍ତ ମଧ୍ୟରେ ତିର୍ତ୍ତୋଲରୁ ୪ ଜଣ , କୁଜଙ୍ଗରୁ ୮ଜଣ, ନାଉଗାଁରୁ ଦୁଇଜଣରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତେ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।

ତେବେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା ୪ଜଣ ଆକ୍ରାନ୍ତ ହେଲେ ଆମ୍ବେରୀ ପଞ୍ଚାୟତରୁ ୧ଜଣ, କୋଲର ପଞ୍ଚାୟତରୁ ୧ଜଣ, ଇବ୍ରିସିଂ ପଞ୍ଚାୟତରୁ ୧ଜଣ, ତେନ୍ତୁଳିପଦା ପଞ୍ଚାୟତରୁ ୧ଜଣ, ହୋଇଥିବା ବେଳେ ଉକ୍ତ ୪ଜଣ ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ଓ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026

‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

August 9, 2026

ଉତ୍ତରପ୍ରଦେଶ ନିର୍ବାଚନରେ ମଇଦାନକୁ ଓହ୍ଲାଇବ କରଣୀ ସେନା, ୫୦-୭୦ ଆସନରେ ଦେବ ପ୍ରାର୍ଥୀ

August 9, 2026

ନଭୀ ମୁମ୍ବାଇ ସିଡକୋର ପିଏମଏୱାଇ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର

August 9, 2026
Latest News

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026

‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

August 9, 2026

ଉତ୍ତରପ୍ରଦେଶ ନିର୍ବାଚନରେ ମଇଦାନକୁ ଓହ୍ଲାଇବ କରଣୀ ସେନା, ୫୦-୭୦ ଆସନରେ ଦେବ ପ୍ରାର୍ଥୀ

August 9, 2026

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

August 9, 2026

ନଭୀ ମୁମ୍ବାଇ ସିଡକୋର ପିଏମଏୱାଇ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.