Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କୁ ଅପହରଣ ଉଦ୍ୟମ : କନେଷ୍ଟବଳ ଗିରଫ
ଆଜିର ଖବର

ମହିଳାଙ୍କୁ ଅପହରଣ ଉଦ୍ୟମ : କନେଷ୍ଟବଳ ଗିରଫ

June 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ମହିଳାଙ୍କ ଅପହରଣ ଉଦ୍ୟମ ଅଭିଯୋଗରେ ତିନିଜଣ ଗିରଫ ହୋଇଛନ୍ତି । ଏହି ଗିରଫଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ୍‌ ପୋଲିସ ଫୋର୍ସର ଜଣେ କନେଷ୍ଟବଳ ରହିଛନ୍ତି । ମହିଳାଙ୍କୁ ଅଟୋରେ ନେଇ ଯାଉଥିବାବେଳେ ଅଟୋରୁ ଡେଇଁପଡିଥିଲେ ମହିଳା । ମହିଳା ଜଣକ ଚିତ୍କାର କରିବା ପରେ ତିନିଜଣ ଯୁବକ ଧରାପଡିଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ଘରୁ ବାହାରି ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଏହି ତିନି ଜଣ ଯୁବକ ମହିଳାଙ୍କୁ ଏକାକୀ ପାଇଁ ତାଙ୍କୁ ଅଟୋରେ ଥାନାକୁ ନେବାଯିବାକୁ ନେଇ ତାଙ୍କ ସାଙ୍ଗରେ ଅସଦାଚରଣ କରିଥିଲେ ବୋଲି ସୂଚନା ରହିଛି। ଅଟୋ ଟିକେ ସ୍ଲୋ ହୋଇଥିବାବେଳେ ମହିଳା ଜଣକ ଅଟୋରୁ ଡେଇଁପଡିଥିଲେ । ଅଟୋରେ ରହିଥିବା ଯୁବକଜଣକ ନିଶାସକ୍ତ ଥିବାରୁ ସେମାନେ ଖସି ଯାଇ ନ ପାରି ଧରାପଡିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026

ତନଭିଙ୍କ ଚିକିତ୍ସା ଏବଂ ପରିସ୍ଥିତିର ସମୀକ୍ଷା ପାଇଁ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କମିଟି ଗଠିତ

September 3, 2026
Latest News

ତୁର୍କୀରେ ଭୟଙ୍କର ଜାହାଜ ଦୁର୍ଘଟଣା: କାର୍ଗୋ ସିପ୍ ବୁଡ଼ି ୧୦ ନାବିକ ନିଖୋଜ

September 3, 2026

ଇଣ୍ଡିଆନ୍ ଆଥ୍‌ଲେଟିକ୍ସ ସିରିଜ୍: ମିଜୋ ଚାକୋଙ୍କୁ ସ୍ୱର୍ଣ୍ଣ

September 3, 2026

ଆଜି ବସୁଛି ବିସିସିଆଇ ସମୀକ୍ଷା ବୈଠକ: ୨୦୨୭ ବିଶ୍ବକପ୍ ପ୍ରସ୍ତୁତି ନେଇ ହେବ ଆଲୋଚନା

September 3, 2026

ରେଳବାଇର ‘ଫୁଲ ଟୁର୍ ପ୍ୟାକେଜ୍’ କାଶ୍ମୀରରୁ କନ୍ୟାକୁମାରୀ: ଶୀଘ୍ର କରନ୍ତୁ ବୁକ୍

September 3, 2026

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.