Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତୀ ଆକ୍ରମଣରେ ୨ ଯୁବକ ଗୁରୁତର
ଆଜିର ଖବର

ହାତୀ ଆକ୍ରମଣରେ ୨ ଯୁବକ ଗୁରୁତର

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସଞ୍ଜୟ କର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋପିନାଥପୁର ଗ୍ରାମରେ ପୁଣି ହାତୀ ଆକ୍ରମଣରେ ୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କାଲି ସନ୍ଧ୍ୟା ୭.୦୦ ଟା ସମୟ ରେ ଦନ୍ତା ହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ । ଫଳରେ ହାତୀଟି ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବକଙ୍କର ଛାତି, ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆଘାତ ଲାଗିଥିବାର ସୂଚନାରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହିଳା ଏସିଆ କପରେ ଭାରତର ଦ୍ୱିତୀୟ ମ୍ୟାଚ୍: କିଛି ସମୟ ପରେ ଆରମ୍ଭ ହେବ ଖେଳ

September 3, 2026

୨୦୨୬ ଏସୀୟ କ୍ରୀଡ଼ା: ୭୬୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ, ଗୌତମ ଗମ୍ଭୀରଙ୍କ ନାମ ନାହିଁ

September 3, 2026

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026
Latest News

ଆଜି ମହିଳା ଏସିଆ କପରେ ଭାରତର ଦ୍ୱିତୀୟ ମ୍ୟାଚ୍: କିଛି ସମୟ ପରେ ଆରମ୍ଭ ହେବ ଖେଳ

September 3, 2026

୨୦୨୬ ଏସୀୟ କ୍ରୀଡ଼ା: ୭୬୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ, ଗୌତମ ଗମ୍ଭୀରଙ୍କ ନାମ ନାହିଁ

September 3, 2026

‘ସେତେବେଳେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବ, ଯେତେବେଳେ…’: ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦେଲା ଭାରତ

September 3, 2026

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.