Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିଏମ୍‌ସିରେ ପୁଣି ଶିଶୁ ମୃତ୍ୟୁ : ଆଖି ବୁଜିଲେ 7 ବର୍ଷର ଶିଶୁ କନ୍ୟା
ଆଜିର ଖବର

ଟିଏମ୍‌ସିରେ ପୁଣି ଶିଶୁ ମୃତ୍ୟୁ : ଆଖି ବୁଜିଲେ 7 ବର୍ଷର ଶିଶୁ କନ୍ୟା

June 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆପଡା : ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ 7 ବର୍ଷର ଶିଶୁକନ୍ୟା ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆନ୍ଧ୍ରରୁ ଫେରି ଚଲାନାପଡା ଟିଏମ୍‌ସିରେ ରହିଥିଲେ ପରିବାରର 5 ସଦସ୍ୟ । ଖଡିଆଳ ବ୍ଲକ ଝୋଲାପଥର ଗ୍ରାମର ଏକ ପରିବାର ଟିଏମ୍‌ସିରେ ରହିଥିଲେ । ରାତିରେ ଝିଅକୁ ଜ୍ବର ହେବାରୁ ମେଡ଼ିକାଲ ନେବାକୁ କହିଥିଲେ ପିତାମାତା ।  ଟିଏମ୍‌ସି ଅଧିକାରୀ ମେଡ଼ିକାଲ ନ ପଠାଇବାରୁ ଝିଅର ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ପିତାମାତା ।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ରେଗେଡା ଟିଏମ୍‌ସିରେ ମଧ୍ୟ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଅସୁସ୍ଥ ଶିଶୁପୁତ୍ରଟିକୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଥିଲା ।

ଟିଏମ୍‌ସି
Share. Facebook Twitter LinkedIn Email WhatsApp Copy Link

Related Posts

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026
Latest News

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.