Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚେନ୍ନାଇର ଗୋଟିଏ ହସ୍ପିଟାଲର ପ୍ରାୟ 90 ଜଣ ଡାକ୍ତର କରୋନାରେ ସଂକ୍ରମିତ
ଆଜିର ଖବର

ଚେନ୍ନାଇର ଗୋଟିଏ ହସ୍ପିଟାଲର ପ୍ରାୟ 90 ଜଣ ଡାକ୍ତର କରୋନାରେ ସଂକ୍ରମିତ

June 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏବେ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି ।ଚେନ୍ନାଇର ରାଜୀବ ଗାନ୍ଧି ଗର୍ଭର୍ଣ୍ଣମେଣ୍ଟ ଜେନେରାଲ୍‌ ହସ୍ପିଟାଲର 10 ଦିନ ଭିତରେ ପ୍ରାୟ 90 ଜଣ ଡାକ୍ତର ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନାରହିଛି । ତେବେ ଏହି ଡାକ୍ତରଙ୍କ ମଧ୍ୟରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ମାନେ ମଧ୍ୟ ସାମିଲ୍‌ ରହିଛନ୍ତି ।

ଡାକ୍ତରଙ୍କ ଅଭାବ ଯୋଗୁଁ ପ୍ରାୟ 300 ଡାକ୍ତରଙ୍କୁ ବିଭିନ୍ନ ହସ୍ପିଟାଲରୁ ସ୍ଥାନାନ୍ତରିତ କରାଯାଇଛି । କରୋନା ଓ୍ବାର୍ଡ ପାଇଁ ହସ୍ପିଟାଲରେ ଆଉ 500 ଶଯ୍ୟା ପ୍ରସ୍ତୁତକରାଯାଉଛି । ସେହିପରି ରାଜ୍ୟର ସରକାରୀ ହସ୍ପିଟାଲରେ କରୋନା ଓ୍ବାର୍ଡରେ କାମ କରୁଥିବା ଡାକ୍ତର ଓ ନର୍ସମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ଏବେ ସୁଦ୍ଧା ଏକ ଲକ୍ଷ 49 ହଜାର ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରହିଛି । ଏଠାରେ ଅଧିକ ସଂଖ୍ୟକ ସଂକ୍ରମିତ ରହିଛନ୍ତି । ଏହା ପଛକୁ ରହିଛି ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ ରହିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛି ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ଏହି ସମସ୍ତ ପାଞ୍ଚୋଟି ରାଜ୍ୟରେ ଅଧିକ କରୋନା ମାମଲା ରହିଛି ।  ସେହିପରି କରୋନା ପ୍ରଭାବିତ ଦେଶଙ୍କ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.