ଆଜି ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୨

Published: Aug 13, 2020, 9:10 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଆଜି ଗଞ୍ଜାମରୁ ୨୫୫, ଖୁର୍ଦ୍ଧାରୁ ୨୨୮, ଗଜପତିରୁ ୧୩୯, ବଲାଙ୍ଗୀରରୁ ୧୦୦, ସମ୍ବଲପୁରରୁ ୯୫, କଟକରୁ ୭୧, ସୁନ୍ଦରଗଡରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨, ଢେଙ୍କାନାଳରୁ ୩୭,କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧ ଓ ନୟାଗଡରରୁ ୨୮, ଝାରସୁଗୁଡାରୁ ୨୧, ମୟୂରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂପୁରରୁ ୧୮, ବାଲେଶ୍ବରରୁ ୧୩, ବରଗଡରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଓ ନବରଙ୍ଗପୁରରୁ ଜଣେ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଛି। ଆଜି ରାଜ୍ୟରେ ମୋଟ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା ୩୭୯୦୦ ରେ ପହଞ୍ଚିଛି।

 

Related posts