Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତକାଲିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷୁଛି, ଏହି ଦୁଇ ସହରର କେଉଁଠି କେତେ ବର୍ଷା ହୋଇଛି ଜାଣନ୍ତୁ
ଆଜିର ଖବର

ଗତକାଲିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷୁଛି, ଏହି ଦୁଇ ସହରର କେଉଁଠି କେତେ ବର୍ଷା ହୋଇଛି ଜାଣନ୍ତୁ

August 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗତକାଲିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷୁଛି, ଏହି ଦୁଇ ସହରର କେଉଁଠି କେତେ ବର୍ଷା ହୋଇଛି ଜାଣନ୍ତୁ

ଭୁବନେଶ୍ବର, ଗତକାଲି ରାତିରୁ ଦ୍ବତ ନଗର କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିସହିତ ସୁ ସୁ ପବନ ମଧ୍ୟ ପ୍ରବାହିତ ହେବାରି ଲାଗିଛି। ବିଶେଷ କରି ଉତ୍ତର ବଙ୍ଗୋବ ସାଗରରେ ଲଘୁଚାପ ପାଇଁ ଏହି  ବର୍ଷା ଅନୁଭୂତ ହେଉଛି। ଏହିପରି ଆହୁରି ତିନିଦିନ ଧରି ବର୍ଷା ଲାଗିରହିବ ବୋଲି ଜଣାପଡିଛି। ତେବେ ପାଣିପାଗ ବିଭାଗ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଏହି ଦୁଇ ସହରର ବିଭିନ୍ନ ସ୍ଥାନରେ ଯେଉଁ ବର୍ଷା ହୋଇଛି ତାହା ହେଉଛି..

ଭୁବନେଶ୍ବର ଏୟାରପୋର୍ଟ- 91.6 ମିଲି ମିଟର

ଭୁବନେଶ୍ବର-94.0 ମିଲି ମିଟର

ଓୟୁଏଟି-92.0 ମିଲି ମିଟର

ରାଜଭବନ-69.0 ମିଲି ମିଟର

କଟକ ସିଟି- 77.8 ମିଲି ମିଟର

କଟକ-79.0 ମିଲି ମିଟର

ମୁଣ୍ଡୁଳି-71.0 ମିଲି ମିଟର

ତିଗିରିଆ-63.0 ମିଲି ମିଟର

 

କଟକ ପାଣିପାଗ ଭୁବନେଶ୍ବର ଭୁବନେଶ୍ବରରେ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026
Latest News

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.