Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର କ୍ୟାମ୍ପେନ ଆରମ୍ଭ
ଆଜିର ଖବର

ପୂର୍ବତଟ ରେଳପଥର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର କ୍ୟାମ୍ପେନ ଆରମ୍ଭ

September 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥର ସ୍ଵଛ ରେଳ - ସ୍ଵଛ ଭାରତ - ସ୍ଵଛ ପରିସର କ୍ୟାମ୍ପେନ ଆରମ୍ଭ

ଭୁବନେଶ୍ବର, ପୂର୍ବତଟ ରେଳପଥ ସ୍ଵଛ ଭାରତ ଅଭିଯାନର ସ୍ଵଛ ରେଳ – ସ୍ଵଛ ଭାରତ – ସ୍ଵଛ ପରିସର ନାମିତ ଏକ ଅଭିଜାନ ଆରମ୍ଭ କରିଛି। ଏଥିରେ ପୂର୍ବତଟ ଅଧିକାରୀଙ୍କ ନେତୃତ୍ୱରେ  କର୍ମଚାରୀମାନେ ସମସ୍ତ ଷ୍ଟେସନ ପରିଚାଳନା କ୍ଷେତ୍ରର ପରିଚ୍ଛନ୍ନତା ଆଣିବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଷ୍ଟେସନ ସହିତ ନିଜ କାର୍ଯ୍ୟାଳୟ ଓ ଏହାର ପରିସରରେ ପରିଚ୍ଛନ୍ନତା ଆଣିବା ଥିଲା ଏହି ଅଭିଜାନର ମୂଳ ଲକ୍ଷ। ରେଳଷ୍ଟେସନ ପରିଚାଳନା କ୍ଷେତ୍ର ମାନଙ୍କରେ ଉପଯୁକ୍ତ ଯାତ୍ରୀ ପରିଷେବା ସୁନିଶ୍ଚିତ କରାଯାଇଥିଲା। ଷ୍ଟେସନ ମାନଙ୍କରେ ସମସ୍ତ ଡ୍ରେନ ମାନଙ୍କର ସଫେଇ କାର୍ଯ୍ୟ ଏହି ଅବସରରେ ସମ୍ପାଦନ କରାଯାଇଥିଲା I

ସ୍ୱଚ୍ଛତା ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ  ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଓ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତୃତ୍ୱରେ ଅଧିକାରୀ ଓ କାର୍ମଚାରୀମାନେ ଆଜି ରେଳ ସଦନ ପରିସର ସହିତ ବିଭିନ୍ନ କାର୍ଯ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ କରିଥିଲେ I

Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର

September 5, 2026

ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ମାଡ଼

September 5, 2026

ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର

September 5, 2026

ଜାତିସଂଘର ବିଶ୍ୱ ମାନଚିତ୍ର ପରିବର୍ତ୍ତନକୁ ଆମେରିକାର ବିରୋଧ: ଜାଣନ୍ତୁ କ’ଣ କହିଲା ଭାରତ?

September 5, 2026
Latest News

ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର

September 5, 2026

ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ମାଡ଼

September 5, 2026

ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର

September 5, 2026

ଜାତିସଂଘର ବିଶ୍ୱ ମାନଚିତ୍ର ପରିବର୍ତ୍ତନକୁ ଆମେରିକାର ବିରୋଧ: ଜାଣନ୍ତୁ କ’ଣ କହିଲା ଭାରତ?

September 5, 2026

ଆଜି ଭାରତ-ପାକିସ୍ତାନ ମହାଲଢେଇ: ଜାଣିଲେ ଆଶ୍ଚର୍ଯ୍ୟ ହେବେ ହେଡ୍-ଟୁ-ହେଡ୍ ରେକର୍ଡ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.