Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇଦ୍ରାବାଦରେ ପୁଣି ପ୍ରବଳ ବର୍ଷା : ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି
ଆଜିର ଖବର

ହାଇଦ୍ରାବାଦରେ ପୁଣି ପ୍ରବଳ ବର୍ଷା : ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି

October 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ରପ୍ରଦେଶ :  ଦେଶର ଦକ୍ଷିଣ ଅଂଶରେ ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଚିନ୍ତାଜନକ ସ୍ଥିତି ଉପୁଜିଛି । ଫସଲ ନଷ୍ଟ ହେବା ସହିତ ହାଇଦ୍ରାବାଦରେ ସଡକଗୁଡିକ ନଦୀ ପରି ପ୍ରତୀତ ହେଉଛି । ଏପରିକି ବହୁ ବାହନ ଭାସି ଯାଇଛି ।ଶନିବାର ରାତ୍ରିରେ ମୂଷଳଧାର ବର୍ଷା ଯୋଗୁଁ ବହୁ ଜନଜୀବନ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତସହରରେ ପ୍ରବଳ ବର୍ଷା ଯୋଗୁଁ 50 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ହାଇଦ୍ରାର ଚନ୍ଦ୍ରାୟଗୁଡ୍ଡା ଅଞ୍ଚଳର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଶନିବାର ଦିନ ମେଡଚଲ ମଲ୍‌କାଜଗିରି ଜିଲ୍ଲାରେ ସିଂଗାପୁର ଟାଉନ୍‌ସିପ୍‌ରେ 157.3 ମିମି ବର୍ଷା ହୋଇଥିବାବେଳେ ବାନ୍ଦଲଗୁଡାରେ 153 ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି ।  କେବଳ ଆନ୍ଧ୍ରପ୍ରଦେଶ ନୁହେଁ, ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ପ୍ରଭୁତ କ୍ଷତି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

୧୪୩ ରନ୍ ରେ ଭାରତର ସାତଟି ୱିକେଟ, ତଥାପି ଚମକିଲେ ଦୁଇ IPL ଷ୍ଟାର ଖେଳାଳି

June 15, 2026

ଯୋଗାସନ ଶିକ୍ଷା ଓ ମାଗଣା ସ୍ବାସ୍ଥ୍ୟ ଶିବିର

June 15, 2026

ସଂଘବଦ୍ଧ ଆକ୍ରମଣ: ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

June 15, 2026

କୃଷ୍ଣସାର ମୃଗ – ଗଞ୍ଜାମର ଗୌରବ

June 15, 2026
Latest News

୧୪୩ ରନ୍ ରେ ଭାରତର ସାତଟି ୱିକେଟ, ତଥାପି ଚମକିଲେ ଦୁଇ IPL ଷ୍ଟାର ଖେଳାଳି

June 15, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ କୋର୍ଟକୁ ଯାଇପାରିବ କି ଟିଏମସି?: ଜାଣନ୍ତୁ ନିୟମ

June 15, 2026

ଯୋଗାସନ ଶିକ୍ଷା ଓ ମାଗଣା ସ୍ବାସ୍ଥ୍ୟ ଶିବିର

June 15, 2026

ସଂଘବଦ୍ଧ ଆକ୍ରମଣ: ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

June 15, 2026

କୃଷ୍ଣସାର ମୃଗ – ଗଞ୍ଜାମର ଗୌରବ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.