Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଦ ଦୋକାନରେ ନିଆଁ : ମଦ ସହ ଜୀଅନ୍ତା ଜଳିଗଲେ ସେଲସ୍‌ମ୍ୟାନ୍‌
ଆଜିର ଖବର

ମଦ ଦୋକାନରେ ନିଆଁ : ମଦ ସହ ଜୀଅନ୍ତା ଜଳିଗଲେ ସେଲସ୍‌ମ୍ୟାନ୍‌

October 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅଲବର: ରାଜସ୍ଥାନ ଅଲବର ଜିଲ୍ଲାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ମଦଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମଦ ସହିତ ଜଣେ ସେଲସ୍‌ମ୍ୟାନ୍‌ ଜୀଅନ୍ତା ଜଳିଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅଲବର ଜିଲ୍ଲାର ଖୈରଥଲ ଥାନା ଅନ୍ତର୍ଗତ ହରସୋଲୀ ନିକଟ କୁମପୁରଗ୍ରାମରେ ଏକ ମଦ ଦୋକାନରେ ନିଆଁ ଲାଗିଯାଛି । କାଠ ଓ ଲୁହାରେ ନିର୍ମିତ ଏହି ଦୋକାନରେ ନିଆଁ ଲାଗିବା କାରଣରୁ ଏହି ଦୋକାନରେ ରହୁଥିବା ଜଣେ ସେଲସମ୍ୟାନ ଜୀଅନ୍ତା ଜଳି ଯାଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ମଦ ପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ, ଉକ୍ତ ଦୋକାନରେ ସେଲସ୍‌ମ୍ୟାନ୍‌ ରହିବା ଲାଗି ବ୍ୟବସ୍ଥା ହୋଇଥିଲା । ମୃତକ ଜଣକ କମଲ କିଶୋର ବୋଲି ସୂଚନା ରହିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୈରଥଲ ଏସଏଚଓ ଧାରା ସିଂହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛନ୍ତି। ସେଠାରେ ତାଙ୍କର ଡିଏନଏ ଟେଷ୍ଟ କରାଯିବ। ନିଆଁ କେଉଁ କାରଣରୁ ଲାଗିଥିଲା ପୋଲିସ ତାର ମଧ୍ୟ ତଦନ୍ତ କରୁଛି। ପୋଲିସ୍‌ ସେଲସ୍‌ମ୍ୟାନଙ୍କ ସମ୍ପର୍କିତ ଲୋକଙ୍କୁ ମଧ୍ୟ ଏନେଇ ପଚରାଉଚୁରା ଜାରି ରଖିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ

July 29, 2026
Latest News

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ

July 29, 2026

ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିବେ ଓଡିଆ ଯୁବକ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.