Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ କରୋନା ଅପଡେଟ: ୨୦ ଆକ୍ରାନ୍ତ, ୨୦ ସୁସ୍ଥ
ଆଜିର ଖବର

ଗଞ୍ଜାମ କରୋନା ଅପଡେଟ: ୨୦ ଆକ୍ରାନ୍ତ, ୨୦ ସୁସ୍ଥ

October 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ୨୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ୩୬୫୩ ଟି ସ୍ୱାବ୍ ପରୀକ୍ଷା ହୋଇଥିବାବେଳେ ସମୁଦାୟ ସ୍ୱାବ୍ ପରୀକ୍ଷା ସଂଖ୍ୟା ୫୩୬୧୧୪ରେ ପହଞ୍ଚିଛି। ସୁସ୍ଥ ହାର ୯୮.୧ ପ୍ରତିଶତ ରହିଛି। ୧୭ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଆଜି ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ସର୍ବାଧିକ ୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ବେଗୁନିଆପଡ଼ା ବ୍ଲକ୍‌ରେ ୨, ଭଂଜନଗର, ଗଂଜାମ, ହିଂଜିଳିକାଟୁ, ପୋଲସରା ବ୍ଲକ୍‌ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନର ୨ ଜଣ ଚିହ୍ନଟ ହୋଇଛନ୍ତି।

କରୋନା ଅପଡେଟ ଗଞ୍ଜାମ ସଂକ୍ରମିତ ଚିହ୍ନଟ ସୁସ୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ୧୨୮ ଜଣ ଡାକ୍ତରଙ୍କ ଉପରେ ନେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

June 18, 2026

କଂଗ୍ରେସକୁ ବଡ଼ ଝଟକା: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହେଲେ ପରିମଳ ନାଥୱାନୀ

June 18, 2026

ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ

June 18, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026
Latest News

ଭାରତ ପାଇଁ ଖୁସି ଖବର: ହରମୁଜ୍ ଛାଡ଼ିଲା ୪୦ ଟି ଏଲପିଜି ଟ୍ୟାଙ୍କର

June 18, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ୧୨୮ ଜଣ ଡାକ୍ତରଙ୍କ ଉପରେ ନେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

June 18, 2026

କଂଗ୍ରେସକୁ ବଡ଼ ଝଟକା: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହେଲେ ପରିମଳ ନାଥୱାନୀ

June 18, 2026

ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ

June 18, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.