Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣକାରଖାନାରେ ବିସ୍ଫୋରଣ : ଚାରି ମୃତ
ଆଜିର ଖବର

ବାଣକାରଖାନାରେ ବିସ୍ଫୋରଣ : ଚାରି ମୃତ

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୁଶୀନଗର ଜନପଦର କପ୍ତାନଗଞ୍ଜ ଥାନା ସ୍ଥିତ ଏକ ବେଆଇନ ବାଣ କାରଖାନାରେ ବୁଧବାର ସକାଳେ ବିସ୍ଫୋରଣ ଘଟି ଚାରିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ ଆଉ କିଛି ଲୋକେ ଫସି ରହିଥିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦିପାବଳୀ ପାଇଁ ବାଣ ପ୍ରସ୍ତୁତ କରୁଥିବା ସମୟରେ ଅଚନାକ ବିସ୍ଫୋରଣ ହୋଇଥିଲା । କପ୍ତାନଗଞ୍ଜ ଥାନା ନିକଟ ଓ୍ବାର୍ଡ ନମ୍ବର 11ରେ ଏକ ଅବୈଧ ବାଣ କାରଖାନା ଚାଲୁଥିଲା । ବାଣକାରଖାନାରେ ବିସ୍ଫୋରଣ ହେବା ପରେ ଆଖପାଖରେ ଥିବା ତିନୋଟି ଘର ମଧ୍ୟ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଘଟଣାରେ 4ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣଙ୍କୁ ଅତି ଗୁରୁତର ଭାବେ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣାରେ ଅନେକେ ଫସି ରହିଥିବାରୁ ମୃତକଙ୍କସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା

September 30, 2026

ରାୟଗଡ଼ା ଡିଭିଜନରେ ରେଳ ସେବା: ଆଗାମୀ ଦୁଇ ଦିନ ପାଇଁ ବାତିଲ ହେଲା ଏହି ଟ୍ରେନ୍

September 30, 2026

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢିଲା ସମସ୍ୟା: ଜମି ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

September 30, 2026
Latest News

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା

September 30, 2026

ରାୟଗଡ଼ା ଡିଭିଜନରେ ରେଳ ସେବା: ଆଗାମୀ ଦୁଇ ଦିନ ପାଇଁ ବାତିଲ ହେଲା ଏହି ଟ୍ରେନ୍

September 30, 2026

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢିଲା ସମସ୍ୟା: ଜମି ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.