Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ : ଅବକାରୀ ବିଭାଗର ଗୁମର ନ୍ୟୁଜ୍ ପ୍ରସାର କରିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ
ଆଜିର ଖବର

ତିର୍ତ୍ତୋଲ : ଅବକାରୀ ବିଭାଗର ଗୁମର ନ୍ୟୁଜ୍ ପ୍ରସାର କରିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନ୍ୟୁଜ୍ ମାଧ୍ୟମରେ ଲୋକଲୋଚନକୁ ଆଣିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ ଦେଉଛନ୍ତି ଜନୈକ କନେଷ୍ଟବଳ। ସୂଚନାନୁଯାୟୀ  ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ କିଛିମାସ ହେବ ଏକାଧିକ ନ୍ୟୁଜ୍ – ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଚୋରା ମଦ ଗଞ୍ଜେଇ ବେପାରୀଙ୍କ ଉପରେ ଘନ ଘନ ଚଢାଉ ଶୋଇଛି ଅବକାରୀ ବିଭାଗ , ଅବକାରୀ ଆଇନକୁ ଉଲଘଂନ କରି ସଂନ୍ଧ୍ଯାରେ ଶଙ୍ଖେଶ୍ୱର ବଜାରର ଚୋରା ଗଞ୍ଜେଇ ବେପାରୀ ଉପରେ ଚଢାଉ କରିବା ସହିତ ଜବତ କରାଯାଇଥିବା ଗଞ୍ଜେଇକୁ ରାତିସାରା ଅବକାରୀ ଅଫିସରେ ରଖିବା ପରି ନ୍ୟୁଜ୍ କରାଯାଇ ବିଭାଗର କାର୍ଯ୍ୟ ଦକ୍ଷତାକୁ ଲୋକଲୋଚନକୁ ଆଣିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଜୈନିକ କନେଷ୍ଟବଳ ଆକ୍ରୋଶ ମୂଳକ ଭାବେ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେଇ ଫସେଇ ଦେବାକୁ ଧମକ ଦେଉଛନ୍ତି।

ଏମିତିକି ଉକ୍ତ ଅବକାରୀ କାର୍ଯ୍ୟାଳୟର ଜନୈକ କନଷ୍ଟେବଳ ଜଣକ ଯୋଜନାବଦ୍ଧ ଭାବେ ତାଙ୍କର ସାଥି କନେଷ୍ଟବଳଙ୍କ ଫୋନରୁ ସାମ୍ବାଦିକଙ୍କୁ ତାଙ୍କ ସହିତ କଥା କରାଇବା ଏବଂ ସଂନ୍ଧ୍ଯାରେ ଉକ୍ତ କନେଷ୍ଟବଳ ଜଣକ ସାମ୍ବାଦିକଙ୍କ ମୋବାଇଲକୁ ଫୋନକରି ମିଥ୍ୟା କେସ୍ ରେ ଫସାଇ ଦେବାକୁ ଧମକ ଦେଉଛନ୍ତି। ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ 

June 16, 2026

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

June 16, 2026

ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’

June 16, 2026

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026
Latest News

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ 

June 16, 2026

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

June 16, 2026

ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’

June 16, 2026

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026

ପକେଟ ଉପରେ ମୁଦ୍ରାସ୍ଫୀତିର ‘ନୀରବ ଆକ୍ରମଣ’ : ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ହେଲା ମହଙ୍ଗା

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.