ଗ୍ରାମାଞ୍ଚଳରେ ସରକାରୀ ସେବା ଯୋଗାଇ ଦେବା ପାଇଁ ଓକାକ ଏବଂ ଶ୍ରେୟୀ ସଂସ୍ଥା ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

Published: Jan 14, 2021, 1:10 pm IST

ଭୁବନେଶ୍ବର, ସରକାରୀ ସେବାକୁ ଗ୍ରାମାଞ୍ଚଳରେ ପହଁଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ପଦକ୍ଷେପ। ଆଜି ଓଡିଶା କଂପୁଟର ଆପ୍ଲିକେସନ ସେଣ୍ଟର, ଶ୍ରେୟୀ ସଂସ୍ଥା ସହିତ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହା ଅନୁସାରେ ଶ୍ରେୟୀ ସଂସ୍ଥା ଗ୍ରାମାଞ୍ଚଳରେ ବିଭିନ୍ନ ଡିଜିଟାଲ କେନ୍ଦ୍ର ସ୍ଥାପନ କରି ଲୋକଙ୍କୁ ସମସ୍ତ ସରକାରୀ ସହୟତା ଯୋଗାଇ ଦେବେ। ଫଳରେ ଲୋକମାନେ ଆଉ ସରକାରୀ ଅଫିସକୁ ନ ଆସି ସେମାନେ ନିଜ ଗାଁ ରେ ସବୁ କାମ କରିପାରିବେ।

Related posts