Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏସବିଆଇ ଗ୍ରାହକମାନେ ସାବଧାନ, ଏକ ଛୋଟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି
ଜାତୀୟ ଖବର

ଏସବିଆଇ ଗ୍ରାହକମାନେ ସାବଧାନ, ଏକ ଛୋଟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି

January 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସବିଆଇ ଗ୍ରାହକମାନେ ସାବଧାନ, ଏକ ଛୋଟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି

ମୁମ୍ବାଇ, ଆପଣଙ୍କୁ ଏସବିଆଇ ରୁ କହୁଛି ବୋଲି ଫୋନ ଆସିବ। ଆପଣଙ୍କୁ ପାଞ୍ଚ ମିନିଟରେ ଦୁଇଲକ୍ଷ ଟଙ୍କା ବିନା କାଗଜପତ୍ରରେ ଋଣ ଦିଆଯିବ ବୋଲି କହିବେ। ଏହି ନାମରେ ସେମାନେ କେତେକ ତଥ୍ୟ ମାଗିବେ। ଏକ ଆପ ଡାଉନଲୋଡ କରିବା ପାଇଁ ମଧ୍ୟ କହିବେ। ବାସ୍, ଏତିକିରେ କଥା ସରିଲା। ଆପଣଙ୍କୁ ପାଞ୍ଚ ମିନିଟରେ ସେମାନେ ଋଣ ଦେବ କଣ ପାଞ୍ଚ ମିନିଟରେ ଆପଣଙ୍କ ଆକାଉଣ୍ଟ ଖାଲି କରିଦେବ। ଏହାକୁ ଦୃଷ୍ଟିରେ ରଖି ଏସବିଆଇ ବର୍ତ୍ତମାନ ସଚେତନତା ଆରମ୍ଭ କରିଛି।

ଏ ନେଇ ଏସବିଆଇ ଟ୍ୱିଟରରେ ଏକ ସତର୍କ ସୂଚନା ଜାରି କରିଛି। ଯେଉଁଥିରେ ଇନଷ୍ଟାଣ୍ଟ ଋଣ ଆପ ଡାଉନଲୋଡ ନ କରିବା ପାଇଁ କୁହାଯାଇଛି। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ କୈଣସି ଅଜ୍ଞାତ ଲିଙ୍କ କ୍ଲିକ୍ ନ କରିବାକୁ କହିଛି। ଷ୍ଟେଟ ବ୍ୟାଙ୍କ କହିଛି, ‘5 ମିନିଟରେ ଆପଣ ଦୁଇ ଲକ୍ଷ ଟଙ୍କା ଋଣ ପାଇବ ବୋଲି କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ କିମ୍ବା କୈଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।’ ସାଧାରଣରେ ଜାଣିବା ଦରକାର ଯେ, ବିନା କାଗଜପତ୍ରରେ କୌଣସି ଋଣ ତୁରନ୍ତ ଆପ୍ ମାଧ୍ୟମରେ ଦିଆଯାଇ ପାରିବ ନାହିଁ।

ବ୍ୟାଙ୍କ କହିଛି ଯେ ଲିଙ୍କରେ କ୍ଲିକ୍ କଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ଷ୍ଟେଟ ବ୍ୟାଙ୍କ କିମ୍ବା ଅନ୍ୟ କୈଣସି ବ୍ୟାଙ୍କକୁ ଛଦ୍ମନାମ କରୁଥିବା ସଂସ୍ଥାକୁ ଆପଣଙ୍କର ବିବରଣୀ ପ୍ରଦାନ କରନ୍ତୁ ନାହିଁ। ଆପଣଙ୍କର ସମସ୍ତ ଆର୍ଥିକ ଆବଶ୍ୟକତା ପାଇଁ  ବ୍ୟାଙ୍କ ୱେବ ସାଇଟ ପରିଦର୍ଶନ କରନ୍ତୁ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି।

SBI
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026

CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

May 30, 2026

New Museum: ଭୁବନେଶ୍ବରରେ ହେବ ୮୦୦ କୋଟି ଟଙ୍କାର ବଡ ସଂଗ୍ରହାଳୟ, ଏଥିରେ ରହିବ..

May 30, 2026

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା

May 30, 2026
Latest News

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

May 30, 2026

ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ: ୧୪ ସାଇକେଲ ଜବତ, ଅଭିଯୁକ୍ତ ଗିରଫ

May 30, 2026

ବନ୍ଧ ହୁଡ଼ାରୁ ବିଧବା ମହିଳାଙ୍କ ଶବ ଉଦ୍ଧାର

May 30, 2026

ପେଟ୍ରୋଲ ଏବଂ ଡିଜେଲ ଦର ୨୨ ଟଙ୍କା ହ୍ରାସ: ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଲା ସରକାରଙ୍କ ଏହି ନିଷ୍ପତ୍ତି

May 30, 2026

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.