Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯେତେ ସୁନା କିଣିବା କଥା କିଣନ୍ତୁ, ଆଜି ସର୍ବାଧିକ ହ୍ରାସ ପାଇଲା ସୁନା ଦର
ଅନ୍ତରାଷ୍ଟ୍ରୀୟ

ଯେତେ ସୁନା କିଣିବା କଥା କିଣନ୍ତୁ, ଆଜି ସର୍ବାଧିକ ହ୍ରାସ ପାଇଲା ସୁନା ଦର

March 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯେତେ ସୁନା କିଣିବା କଥା କିଣନ୍ତୁ, ଆଜି ସର୍ବାଧିକ ହ୍ରାସ ପାଇଲା ସୁନା ଦର

ଭୁବନେଶ୍ବର, ଆଜି ସୁନାଦର ସର୍ବାଧିକ ହ୍ରାସ ଘଟିଛି। ଗତ ମାସେ ଧରି ଏପରି ଏହାର ଦର ଏପରି ହ୍ରାସ ପାଇ ନ ଥିଲା। ଆଜି 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 41900 ଟଙ୍କା। ଗତକାଲି ଏହା ଥିଲା 42050 ଟଙ୍କା। ଅର୍ଥାତ ଗତକାଲିଠାରୁ ଏହା 150 ଟଙ୍କା ହ୍ରାସ ପାଇଁ ସର୍ବାଧିକ ତଳକୁ ଖସିଛି। ସେହିପରି 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 45700 ଟଙ୍କା ଅଛି। ଗତକାଲି ଏହାର ମୂଲ୍ୟ 45880 ଟଙ୍କା ଥିଲା।

ଗତ ମାର୍ଚ୍ଚ 16 ତାରିଖରେ ସୁନାଦର ସର୍ବାଧିକ ହ୍ରାସ ପାଇଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମକୁ 42010 ଟଙ୍କା ଥିଲା। ଗତକାଲି ଏହା 42050 ଟଙ୍କା ଥିଲା। ହେଲେ ଆଜି ଏହା ସର୍ବାଧିକ ତଳକୁ ଖସି 41900 ଟଙ୍କାକୁ ଚାଲିଆସିଛି। ଅର୍ଥନୈତିକ ବିଶେେଷଜ୍ଞଙ୍କ ଅନୁସାରେ ଏହି ଦର ଆହୁରି କମିବାର ସମ୍ଭାବନା ରହିଛି।

ସୁନା ଦର ସୁନା ଦର ହ୍ରାସ
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026
Latest News

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.