Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୁବାଇରୁ ଆସିଲା ପୁଞ୍ଜି, ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ, ବ୍ୟୟ ଅଟକଳ ୧୫ଶହ କୋଟି
ଅନ୍ତରାଷ୍ଟ୍ରୀୟ

ଦୁବାଇରୁ ଆସିଲା ପୁଞ୍ଜି, ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ, ବ୍ୟୟ ଅଟକଳ ୧୫ଶହ କୋଟି

June 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁବାଇରୁ ଆସିଲା ପୁଞ୍ଜି, ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ, ବ୍ୟୟ ଅଟକଳ ୧୫ଶହ କୋଟି

ସୁଧାଶ୍ରୀ ଦାସ, ଦୁବାଇ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟରସ ମିଟ ରେ ପୁଞ୍ଜି ଆସିବା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ହୋଟେଲ ଓବରାଇରେ ବସିଥିବା ଏହି ବୈଠକରେ ବିଶ୍ବର ନାମଜାଦା ହାଇପର ମାର୍କେଟ କଂପାନୀ ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ।

ଆଜି ଏ ନେଇ କଂପାନୀ ତରଫରୁ ଘୋଷଣା କରାଯାଇଛି। ଦୁବାଇର ଏହି କଂପାନୀ ଓଡିଶାରେ ପ୍ରାୟ ୧୫00 କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି।

ଏ ନେଇ କଂପାନୀର ବରିଷ୍ଠ ଅଧିକାରୀମାନେ ଓଡିଶା ସରକାରଙ୍କ ସହିତ ବୁଝାମଣା କରିଛି। ଏଥିରେ କଂପାନୀ ଘୋଷଣା କରିଛି ଯେ, ଲୁଲୁ ଗ୍ରୁପ ଓଡିଶାରେ ହାଇପରମାର୍କେଟ ସ୍ଥାପନ ସହିତ ଉତ୍ପାଦକ ମଧ୍ୟ କ୍ରୟ କରିବ। ଏଥି ପାଇଁ କଂପାନୀର ବରିଷ୍ଠ ଅଧିକାରୀମାନେ ଖୁବ ଶିଘ୍ର ଓଡିଶା ଆସିବେ ବୋଲି ଏହି ବୈଠକରେ କୁହାଯାଇଛି।

ଲୁଲୁ ଗ୍ରୁପ ବର୍ତ୍ତମାନ ବିଭିନ୍ନ ଦେଶରେ ତାହାର ମଲ ଖୋଲି ବେଶ୍ ଲୋକପ୍ରିୟ ଅର୍ଜନ କରିପାରିଛି। ବର୍ତ୍ତମାନ କଂପାନୀରେ ପ୍ରାୟ 57 ହଜାର ଲୋକ କାମ କରୁଛନ୍ତି। ଏହି କଂପାନୀର ପ୍ରତିଷ୍ଠାତା ହେଉଛନ୍ତି ଭାରତରେ ଜନ୍ମିତ ୟୁଶୁଫ ଅଲ୍ଲି। ସେ ଆରବ ଦେଶକୁ ଯାଇ ଏହି ବ୍ୟବସାୟକୁ ପ୍ରତିଷ୍ଠା କରିପାରିଛନ୍ତି। ଏହି କଂପାନୀର ଭାରତରେ ଗ୍ରେଟର ନୋଇଡା, ଜମ୍ମୁ, ଅହମ୍ମଦାବାଦରେ ମଲ ରହିଛି।

Sudhashree Dash ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026
Latest News

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମଦ ଦୁର୍ନୀତିରେ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲ ଗିରଫ

August 11, 2026

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.