Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାଇବର ଠକଙ୍କ ନୂଆ ତରିକା, ଆପଣଙ୍କ ସିମକୁ 5ଜି କରିବାକୁ କହି ଠକି ନେଉଛନ୍ତି ଟଙ୍କା
ଅପରାଧ

ସାଇବର ଠକଙ୍କ ନୂଆ ତରିକା, ଆପଣଙ୍କ ସିମକୁ 5ଜି କରିବାକୁ କହି ଠକି ନେଉଛନ୍ତି ଟଙ୍କା

December 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
5G Cheating
ସାଇବର ଠକଙ୍କ ନୂଆ ତରିକା, ଆପଣଙ୍କ ସିମକୁ 5ଜି କରିବାକୁ କହି ଠକି ନେଉଛନ୍ତି ଟଙ୍କା

ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ କରିବା ପାଇଁ ଆଗ୍ରହର ସହକାରେ ଅଛନ୍ତି। ଏହିପରି ଏକ ସମୟରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି।

ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆରମ୍ଭ କରିଦେଉଛନ୍ତି ତାଙ୍କର କଳା କାରବାର। ସେମାନେ ଆପଣଙ୍କୁ କହିବେ ଯେ, ଆପଣଙ୍କର ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ।

ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ କଂପାନୀ ତରଫରୁ ମାଗଣା ୫ଜି ଆକ୍ଟିଭେଟ କରାଯାଉଛି। ଏହା ଶୁଣିବା ପରେ ଆପଣଙ୍କର ଖୁସି କହିଲେ ନ ସରେ। ଏହାପରେ ସେମାନେ କିପରି ୫ଜି ଆକ୍ଚିଭେଟ ହେବ ତାହା କହିବ। ଶେଷରେ କହିବେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଗଲା, ତାହା କେତେ ବୋଲି ପଚାରିବେ।

ସେହି ଓଟିପିଟି ଦେବା ପରେ କଥା ସରିଲା। ଆପଣଙ୍କ ସେହି ନମ୍ବରରେ ଯେଉଁ ସବୁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ସେଥିରୁ ସାଇବର ଅପରାଧୀମାନେ ଟଙ୍କା ଖାଲି କରିଦେବେ। ଆପଣ ଶେଷରେ ମୁଣ୍ଡପିଟିବା ଛଡା ଆଉ କିଛି ହେବ ନାହିଁ। ପରେ ଆପଣ ସାଇବର ପୋଲିସକୁ ଏହି ଖବର ଦେବେ, ଏହାର ଅନୁସନ୍ଦାନ ହେବ। ହେଲେ ଟଙ୍କା ମିଳିବ କି ନାହିଁ ତାହା କହି ହେବ ନାହିଁ।

ସାଇବର ଠକଙ୍କର ଏପରି କୌଶଳ ନେଇ ବିଭିନ୍ନ ରାଜ୍ୟ ପୋଲିସ ପାଇଁ ମୁଣ୍ଡବଥା ଆରମ୍ଭ ହୋଇଯାଇଛି। ଏହି ସଂଖ୍ୟା ଧିରେ ଧିରେ ବଢୁଥିବାରୁ ପୂର୍ବରୁ ସଚେତନ କରିବା ପାଇଁ ପୋଲିସ ତରଫରୁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଏପରି ଠକ ପ୍ରତି ସମସ୍ତେ ସଜାଗ ହେବାର ଆବଶ୍ୟକତା ରହିଛି।

ସାଇବର ଠକ
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.