Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ 27ଲକ୍ଷ 84 ହଜାର 200 କୋଟି ଟଙ୍କା ବଜେଟର 30ଟି ମୁଖ୍ୟ ପ୍ରସଂଗ
ବ୍ୟବସାୟ

ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ 27ଲକ୍ଷ 84 ହଜାର 200 କୋଟି ଟଙ୍କା ବଜେଟର 30ଟି ମୁଖ୍ୟ ପ୍ରସଂଗ

February 1, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଲୋକସଭାରେ ୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ । ଏହି ବଜେଟର ମୁଖ୍ୟାଂଶଗୁଡିକ ହେଲା..

  1. ୨୭,୮୪,୨୦୦ କୋଟି ଟଙ୍କାର ମୋଟ ବ୍ୟୟବରାଦ
  2. ମୂଳଧନୀ ବ୍ୟୟ ପରିମାଣ ୩,୩୬.୨୯ କୋଟି ଟଙ୍କା
  3. କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୩,୨୭,୬୭୯ କୋଟି ଟଙ୍କା
  4. ରାଷ୍ଟ୍ରୀୟ ଶିକ୍ଷା ମିଶନ ପାଇଁ ୩୮,୫୭୨ କୋଟି ଟଙ୍କା
  5. ତଫସିଲଭୁକ୍ତ ଜାତିର କଲ୍ୟାଣ ପାଇଁ ୭୬,୮୦୧ କୋଟି ଟଙ୍କା
  6. ତଫସିଲଭୁକ୍ତ ଉପଜାତିଙ୍କ କଲ୍ୟାଣ ପାଇଁ ୫୦,୦୮୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ
  7. ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଐତିହାସିକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନବିଧି ଯୋଜନା ଘୋଷଣା
  8. ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା
  9. ଏଥିଲାଗି ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
  10. ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ ପ୍ରଧାନମନ୍ତ୍ରୀ କିଶାନ ଯୋଜନା
  11. ଦେଶର ୧୨ କୋଟି ଗରିବ କୃଷକଙ୍କୁ ମିଳିବ ସିଧାସଳଖ ଲାଭ
  12. ମତ୍ସ୍ୟଚାଷକୁ ପ୍ରୋତ୍ସାହନ ପାଇଁ ଗଠନ ହେବ ସ୍ବତନ୍ତ୍ର କେନ୍ଦ୍ରୀୟ ବିଭାଗ
  13. ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ପାଇଁ ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
  14. ଅଙ୍ଗନଓ୍ବାଡ଼ି, ଆଶାକର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି ଲାଗି ଘୋଷଣା
  15. ଶ୍ରମିକମାନଙ୍କ ପାଇଁ ଆରମ୍ଭ ହେବ ବିଶ୍ବର ସର୍ବୃହତ୍‌ ପେନ୍‌ସନ୍‌ ଯୋଜନା
  16. ୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌
  17. ବ୍ୟକ୍ତିଗତ ଆୟକା ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
  18. ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି
  19. ଡାକଘର ଓ ବ୍ୟାଙ୍କ ସଂଚୟ ଜମାରୁ ସୁଧ ଉପରେ ଟିଡିଏସ୍‌ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
  20. ରେଳବାଇ ପାଇଁ ୧.୫୮ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ
  21. ରେଳବାଇକୁ ମିଳିବ ୬୪,୫୮୭ କୋଟି ଟଙ୍କାର ବଜେଟ୍‌ ସହାୟତା
  22. ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ’ବନ୍ଦେ ଭାରତ ହାଇସ୍ପିଡ୍‌ ଏକ୍ସପ୍ରେସ୍‌’
  23. ଯାଯାବର ଉପଜାତିଙ୍କ ପାଇଁ ଗଠନ ହେବ କଲ୍ୟାଣ ବୋର୍ଡ
  24. ନୂଆ ଭାରତ ନିର୍ମାଣ ପାଇଁ ବଜେଟ୍‌ରେ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା
  25. ୮୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିବେଶ ଲକ୍ଷ୍ୟ
  26. ବିମୁଦ୍ରୀକରଣ ପରେ ୩.୩୮ ଲକ୍ଷ ନକଲି/ ଜାଲ୍‌ କମ୍ପାନୀର ପଞ୍ଜୀକରଣ ରଦ୍ଦ
  27. ଜିଏସ୍‌ଟି ଯୋଗୁ ବୃଦ୍ଧି ପାଉଛି ରାଜସ୍ଵ ଆୟର ପ୍ଲବତା
  28. ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି
  29. ମୁଦ୍ରା ଯୋଜନାରେ ୭୦ ପ୍ରତିଶତ ମହିଳାଙ୍କୁ ମିଳିଛି ଋଣ ସହାୟତା
  30. 36ଟି ମହତ୍ ପୂର୍ଣ୍ଣ ସାମଗ୍ରୀ ଉପରୁ ସୀମା ଶୁଳ୍କ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର
odishanews theasamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026
Latest News

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026

ଟିମ୍ ଇଣ୍ଡିଆକୁ ଫେରିବା ପରେ ଭାବପ୍ରବଣ ହେଲେ ସରଫରାଜ ଖାନଙ୍କ ପିତା: କହିଲେ…

August 11, 2026

ମହାରାଷ୍ଟ୍ରରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ: ବ୍ରିଟିଶ ନାଗରିକଙ୍କ ବିରୋଧରେ ଏଫଆଇଆର

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.