ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଜଣେ ନିଆରା କଳାକାର ହେଉଛନ୍ତି ଲୋଚନ ମାଝୀ। ଲୋଚନ ପାଟିରେ ଘୁମୁରା ସହ ଅନ୍ୟାନ୍ୟ ଲୋକବାଦ୍ୟ ବଜାଇବା ଓ ପଶୁପକ୍ଷୀଙ୍କ ସ୍ବର ସହିତ ବିଭିନ୍ନ ବାଦ୍ୟଯନ୍ତ୍ର, ଯାନବାହନ ଓ ଅଭିନେତାମାନଙ୍କ ସ୍ବରକୁ ଅବିକଳ […]
ନ୍ୟୁସାଉଥଓ୍ବେଲ୍ସ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁର ଭୟାବହତାରେ 29 ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ବିଶ୍ବ ସମୁଦାୟଙ୍କ ପକ୍ଷରୁ ସହାୟତାର ହାତ ବଢା ଯାଇଥିଲା । ବିଭିନ୍ନ ସେଲିବ୍ରିଟି ଏବଂ କ୍ରୀଡାବିତ୍ଙ୍କ ପକ୍ଷରୁ ସହାୟତା କରାଯାଉଥିବା ବେଳେ ଏହି […]
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଅନୁଷ୍ଠିତ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତୀୟ ଦଳର ସମସ୍ତ ଖେଳାଳି କଳା ଆର୍ମବ୍ୟାଣ୍ଡ ପିନ୍ଧି ମ୍ୟାଚ୍ ଖେଳିଥିଲେ । ଆସନ୍ତୁ ଜାଣିବା କାହିଁକି ବିରାଟ ବାହିନୀ କଳାବ୍ୟାଣ୍ଡ ପିନ୍ଧିଥିଲେ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣୀଙ୍କ […]
ଭୁବନେଶ୍ବର, ଓଡିଶାର ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା ତାଙ୍କ ପିଲା ବେଳର କଥା ଖୋଲାସା କରି ଦେଇଛନ୍ତି। ବୋଥ୍ରା କହିଛନ୍ତି ଯେ, ତାଙ୍କୁ ଯେତେବେଳେ 11 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କୁ ଗୋଟିଏ ଇଂରାଜୀ ମାଧ୍ୟମ ବୋଡିଂ ସ୍କୁଲରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,6/1: ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତୀ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ […]
ସମୀକ୍ଷା ବ୍ୟୁରୋ ଆଜି ପ୍ରସିଦ୍ଧ କବି, ଔପନ୍ୟାସିକା ତଥା ଲେଖିକା ଅମୃତା ପ୍ରୀତମଙ୍କ ୧୦୦ତମ ଜନ୍ମଦିବସ । ଅମୃତା ୧୯୧୯ ଅଗଷ୍ଟ ୩୧ ତାରିଖରେ ପଞ୍ଜାବ (ପାକିସ୍ତାନର) ଗୁଜରାଂବାଲା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅମୃତା ପ୍ରୀତମ୍ ସେହି ବିରଳ ସାହିତ୍ୟିକମାନଙ୍କ […]
ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ […]
ସମୀକ୍ଷା ବ୍ୟୁରୋ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପରଲୋକ ଘଟିଛି । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଦିନ୧୨.୦୭ ମିନିଟ୍ ସମୟରେ ପ୍ରାଣ ହରାଇଛନ୍ତି ଜେଟ୍ଲୀ । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ବିଜେପିର […]
ସାଗରିକା ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା […]
ସମୀକ୍ଷା ବ୍ୟୁରୋ ଆଜି ହେଉଛି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ। ଠିକ୍ ୧୯୩୪ ମସିହା ଆଜିର ଦିନରେ ବିଶ୍ବଭୂଷଣ ହରିଚନ୍ଦନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜି ପର୍ଯ୍ୟନ୍ତ […]
କେଦାର ମିଶ୍ର ୨୨ ମାର୍ଚ୍ଚ, ୧୯୬୨ ମସିହା, କଟକର କ୍ୟାପିଟାଲ୍ ସିନେମା ରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବାଳକୃଷ୍ଣ ଦାଶଂକ ସଂଗୀତ ନିର୍ଦ୍ଦେଶନା ରେ ସେଥିରେ ଥିଲା ଜଣେ ନୂଆ ଓ ତରୁଣ ଗାୟକଂକର ଦୁଇଟି ଗୀତ ।“ […]
ସମୀକ୍ଷା ବ୍ୟୁରୋ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ବିଜେପିର ଜଣେ ବରିଷ୍ଠ ନେତା ଓ ଦୀର୍ଘବର୍ଷ ଧରି ଜନସଙ୍ଘ, ଜନତା ଦଳ ଓ ବିଜେପି ସହ […]
ଅଭୟ ସିଂ (କିଶନ ପଟ୍ଟନାୟକ, କେବଳ ରାଜନେତା ବା ରାଜନୈତିକ ଚିନ୍ତକ ନଥିଲେ, ସେ ଥିଲେ ତାଙ୍କ ସମୟ ଓ ସମାଜର ଜାଗ୍ରତ ବିବେକ। ଓଡିଶାର ବୌଦ୍ଧିକ ଇତିହାସରେ କିଶନ ପଟ୍ଟନାୟକ ସବୁଦିନ ପ୍ରଚ୍ଛଦପଟର ନାୟକ ହୋଇ ରହିଗଲେ କାରଣ ସେ […]
ରବି ପଟ୍ଟନାୟକ (ଗତକାଲି ଓଡିଶାର ଗାନ୍ଧୀବାଦୀ ଓ ସମାଜବାଦୀ ଆଂଦୋଳନର ମହାନ ବୌଦ୍ଧିକ ସାଧକ ପ୍ରଫେସର ଭାଗବତ ପ୍ରସାଦ ରଥଙ୍କର ପରଲୋକ ଘଟିଛି। ପ୍ରଫେସର ରଥ ଥିଲେ ଆମ ସମୟର ନିରଳସ ବୌଦ୍ଧିକ କର୍ମୀ। ଲେଖକ ଓ ସାମାଜିକ କର୍ମୀ ଭାବରେ […]
କେଦାର ମିଶ୍ର ଆଜି ସକାଳୁ ଯେତେବେଳେ ଖବର ମିଳିଲା ଯେ ଗିରୀଶ କର୍ଣ୍ଣାଡ(୧୯, ମଇ,୧୯୩୮-୧୦,ଜୁନ,୨୦୧୯, ଜନ୍ମ-ମାଥେରାନ, ମହାରାଷ୍ଟ୍ର, କନ୍ନଡ ସାହିତ୍ୟର ମହାନତମ ଲେଖକ ଓ ଭାରତୀୟ ସିନେମାର କିମ୍ବଦନ୍ତୀ ନାୟକ) ଚାଲିଗଲେ, ହଠାତ ମୋ ଆଖି ଆଗରେ “ନାଗ ମଣ୍ଡଳ” ନାଟକର […]
କେଦାର ମିଶ୍ର ପ୍ରାୟ ୭ ବର୍ଷ ତଳେ ନେପାଳରେ ମୋର ଦେଖା ହୁଏ ବାଂଲାଦେଶ ର ଖ୍ୟାତନାମା ମାନବ ଅଧିକାର କର୍ମୀ ତଥା ବିଶିଷ୍ଟ ସିନେମା ନିର୍ମାତା ଶାହାରିୟାର କବୀରଙ୍କ ସହିତ। ଦକ୍ଷିଣ ଏସିଆର ମାନବାଧିକାର ପ୍ରସଙ୍ଗ ଆଲୋଚନାର ପୃଷ୍ଠଭୂମିରେ ଶ୍ରୀ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରକାରୀ ସ୍ତରରେ ବହୁ ବଡବଡ ନିଷ୍ପତି ନେଇ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଫନି ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରି ଜୀବନ ବଞ୍ଚାଇବା କାର୍ଯ୍ୟ କରି ବିଦେଶରୁ ପ୍ରସଂଶା ହାସଲ କରିଛନ୍ତି। […]
ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ନବୀନ ଟିସାର୍ଟ ଏବଂ ସର୍ଟସ ପିନ୍ଧି ନବୀନ ନିବାସରେ ବ୍ୟାୟମ କରୁଛନ୍ତି। ସେ ଜଗିଂ କରିବା ସହିତ ତାଙ୍କ ଘରେ ଥିବା […]
ସମୀକ୍ଷା ବ୍ୟୁରୋ ନବେ ଦଶକରେ ଗୋଦାବରୀଶ ମହାପାତ୍ରଙ୍କ ଚର୍ଚ୍ଚିତ କାହାଣୀ ‘ନୀଳ ମାଷ୍ଟରାଣୀ’ କୁ ନେଇ ସିନେମା କରିବାର ଗୋଟେ ବଡ ସାହସ ପ୍ରଦର୍ଶନ କରିବା, କିଛି କମ କଥା ନୁହେଁ। ଓଡିଆ ସିନେମାର ଅବକ୍ଷୟ କାଳରେ ଯେଉଁ କେତେଜଣ ସିନେମା […]
କୈଳାସ ଚନ୍ଦ୍ର ଦାଶ ଊନବିଂଶ ଶତକର ଶେଷଭାଗରୁ ବିଂଶ ଶତକର ମଧ୍ୟଭାଗ ପର୍ଯ୍ୟନ୍ତ ଓଡିଶାରେ ସମାଜ ସଂସ୍କୃତି କ୍ଷେତ୍ରରେ ଅବିସ୍ମରଣୀୟ ଆଲୋଡନରେ ନାରୀମାନଙ୍କର ଭୂମିକା ଉପରେ ଆବଶ୍ୟକ ଗୁରୁତ୍ୱ ଦିଆଯିବା ଉଚିତ । ଏହି କାଳରେ ନାରୀଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ […]
କେଦାର ମିଶ୍ର ‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା […]