ବିଶ୍ବବିଜୟୀ ଦାଶ କୀର୍ତ୍ତିମନ୍ତ ଜୀଇଁ ରହେ ଅନନ୍ତ କାଳର କଳାର କାଳିମାକୁ ଭେଦକରି କାଳଜୟୀ ଭାବରେ ସେମିତି ଜୀଇଁଛନ୍ତି କୀର୍ତ୍ତିସ୍ମାନ ପର୍ଶୁରାମ ହରିଚ଼ନ୍ଦନ। ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର […]
ନୂଆଦିଲ୍ଲୀ: ସ୍ବାଧୀନ ଭାରତ ପରେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମ ବାର୍ଷିକୀ। ଦେଶର ସ୍ବାଧୀନତା ପରେ, 15 ଅଗଷ୍ଟ 1947 ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ […]
ଭୁବନେଶ୍ୱର: ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା । ଚାରି ବର୍ଷ ଅବଧି […]
ଭୁବନେଶ୍ୱର: ଭାରତୀୟ ବୈଷୟକି ପ୍ରତିଷ୍ଠାନ (ଆଇଆଇଟ)ର ଗଣତ ଓ ପରିସଂଖ୍ୟାନ ବିଭାଗ, କାନପୁର, ଉତ୍ତର ପ୍ରଦେଶଠାରେ ପ୍ରଫେସର ରୂପ କାର୍ଯ୍ୟରତ ଡକ୍ଟର ପରାଶର ମହାନ୍ତି ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର-୨୦୨୧ ଲାଭ କରିଛନ୍ତି । ଏପରି ବିରଳ […]
ଭୁବନେଶ୍ବର: ମନୋରାମା ମହାପାତ୍ର, ବିଶିଷ୍ଟ ଲେଖକ, ସ୍ତମ୍ଭକାର, ବକ୍ତା, ସମ୍ପାଦକ ଏବଂ ସାମାଜିକ କର୍ମୀ ଭାବେ ବେଶ ପରିଚିତ। ସେହି ମହାନ ବ୍ୟକ୍ତି ୧୯୩୪ ମସିହା ଜୁନ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଓଡିଶାର ସର୍ବ ପୁରାତନ ଦୈନିକ ଖବରକାଗଜ ‘ସମାଜ’ […]
ନୂଆଦିଲ୍ଲୀ, 23 ବର୍ଷୀୟ ଆଥେଲେଟସ୍ ନୀରଜ ଚୋପ୍ରା ଆଜି ଟୋକିଓ ଅଲିମ୍ପିକରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ନୀରଜ ସ୍ୱର୍ଣ୍ଣ ପଦକ ପାଇବା ପାଇଁ 87.58 ର ଶ୍ରେଷ୍ଠ ଥ୍ରୋ ଦେଇଥିଲେ। 2008 ରେ […]
ଶରତ ପାଇକରାୟ ମୋର ବର୍ଷ କିମ୍ବା ତାରିଖ ମନେ ପଡୁ ନାହିଁ। ସେତେବେଳେ ନନ୍ଦିନୀ ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମୁଁ ଇଟିଭି ଓଡିଆର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥାଏ। ଥରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଏକ […]
ନୂଆଦିଲ୍ଲୀ: ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି […]
ମୂଳ ରଚନା- ଆଉଡ୍ରେ ଟ୍ରୁସକେ ଅନୁସୃଜନ- ଜ୍ୟୋତି ନନ୍ଦ ତଥାକଥିତ “ଗ୍ରାଣ୍ଡ ମୋଗଲ”ଶ୍ରେଣୀର କହିବାକୁ ଗଲେ ଶେଷ ପ୍ରତିନିଧି ଆଉରଙ୍ଗଜେବ୍ ନିଜ ସମୟର ଘଡିଟିକୁ ପଛେଇଦେବାକୁ ଚାହିଁଥିଲେ ଓ ଏହି ପ୍ରକ୍ରୀୟାରେ ଘଡିଟି ବଂଦ ଓ ଧ୍ୱଂସ ହୋଇଯାଇଥିଲା। (ପଣ୍ଡିତ ଜବାହାରଲାଲ ନେହେରୁ) […]
ନୂଆଦିଲ୍ଲୀ, ପୂର୍ବ ଆଫ୍ରିକାର ଦେଶ ତାଞ୍ଜାନିୟାର ହାଇ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ବିନୟ ଶ୍ରୀକାନ୍ତ ପ୍ରଧାନ। ୨୦୦୨ ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ବିନୟ ଶ୍ରୀକାନ୍ତ। ଓଡିଶାର ଦେବଗଡ ସହରରେ ଜନ୍ମଲାଭ କରିଥିବା ବିନୟ ଏପରି ଉଚ୍ଚ ପଦବୀରେ ଅଧିଷ୍ଠିତ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କୋଟା ସହରରେ ରହୁଥିବା ପ୍ରମିଳା ସିଂଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରମିଳା ହେଉଛନ୍ତି ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରିଣୀ । ତାଙ୍କର ଦୟାଳୁ ସ୍ୱଭାବ ଓ ସେବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ […]
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିରଳ ଫଟୋ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଛି। ଯେଉଁଥିରେ ନବୀନ ଏକ କଳା ଟିସାର୍ଟ ସହିତ ଧଳା ଲୁଙ୍ଗି ପିନ୍ଧି ବସିଥିବାର ଦେଖାଯାଇଛି। ତାଙ୍କ ପାଖରେ ଛିଡା ହୋଇଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ […]
ନୂଆଦିଲ୍ଲୀ, ଆଜି ଭାରତୀୟ ରାଜନୀତିର ଜଣେ ଓଜନଦାର ନେତା ରାଜନାଥ ସିଂଙ୍କର ଜନ୍ମ ଦିନ । 70 ବର୍ଷ ବୟସରେ ପଦାର୍ପଣ କଲେ ରାଜନାଥ। ଭାରତୀୟ ଜନତା ପାର୍ଟିରେ ରାଜନାଥ ସିଂ ହେଉଛନ୍ତି ଜଣେ ପ୍ରତିଷ୍ଠିତ ତଥା ଜନାଦୃତ ନେତା। ପଦାର୍ଥ […]
ନୂଆଦିଲ୍ଲୀ, ପ୍ରଖ୍ୟାତ ହିନ୍ଦୀ ସିନେମା ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ସେ 98 ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲୀପ କୁମାରଙ୍କ ପରିବାର ବନ୍ଧୁ ଫୈଜଲ ଫାରୁକି ଆଜି ଅଭିନେତାଙ୍କ […]
ଭୁବନେଶ୍ବର: ରାଜ୍ୟର ବିରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଛାଡି ଚାଲିଗଲେ। ଆଜି ରାତି ୧୦ଟା ରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। କୋଲକାତାରେ ଏକ ଘରୋଇ […]
ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ହେଉଛନ୍ତି ଜିତିନି ପ୍ରସାଦ। ଗତକାଲି ସେ ରାହୁଲଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଘଟଣା ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଯୁବ ନେତା ସଚିନ ପାଇଲଟ ବୟାନକୁ […]
ଭୁବନେଶ୍ବର, ସାଂସଦ ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ରାଜନୀତି କରିବେ। ତେବେ ଏହା ବର୍ଷାଙ୍କର କୌଣସି ଘୋଷଣା ନୁହେଁ, ବରଂ ତାଙ୍କର ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ବର୍ଷା କେଉଁ ମୂର୍ହୁତରେ ରାଜନୈତିକ ମଞ୍ଚକୁ […]
ଭୁବନେଶ୍ବର, ସାରା ଦେଶରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରସଂଶା ସହିତ ଚର୍ଚ୍ଚା ମଧ୍ୟ ଚାଲିଛି। ତାହା ହେଲା ଯେ, ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ନବୀନ ପଇସାଟିଏ ମଧ୍ୟ ଦାବୀ କଲେ ନାହିଁ। ସାଧାରଣତଃ ବାତ୍ୟା […]
ନୂଆଦିଲ୍ଲୀ, ଶେଷରେ ସିବିଆଇକୁ ମିଳିଲା ସ୍ଥାୟୀ ନିର୍ଦ୍ଦେଶକ। ନୂଆ ନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇଏଏସ ସୁବୋଧ ଜୟସୱାଲ। ମହାରାଷ୍ଟ୍ର କ୍ୟାଡରର 1985 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜୟସୱାଲ୍ ବର୍ତ୍ତମାନ ସିଆଇଏସଏଫର ମୁଖ୍ୟ ଅଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର […]
ଭୁବନେଶ୍ବର, ପୂର୍ବତନ ସଂସ୍କୃତି ସଚିବ ତଥା ଗବେଷକ ଓ ଲେଖକ ଗୋପିନାଥ ମହାନ୍ତିଙ୍କ 72 ବର୍ଷ ବୟସରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ […]
ଭୂବନେଶ୍ୱର, ଭାରତୀୟ ଜନତା ପାର୍ଟୀର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ଇଂ. ବୃନ୍ଦାବନ କଳସଙ୍କ ବିୟୋଗ ହୋଇଯାଇଛି। ଗତ କାଲି ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୯୦ ମସିହାରୁ […]