ନୂଆଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଟି ରାଲି କରିବେ। ତାଙ୍କର ପ୍ରଥମ ରାଲି ଅକ୍ଟୋବର ୨୩ ରେ ସାସାରାମରେ ଆୟୋଜିତ ହେବ ଜ୍ଝ ସେହି ଦିନ ସେ ଗୟା ଏବଂ ଭାଗଲପୁରରେ ଆଉ ଦୁଇଟି […]
ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଆହତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ପିଲିଭିତର ପୁରାନାପୁର ଅଞ୍ଚଳରେ […]
ଭୁବନେଶ୍ବର, ଆଜିଠାରୁ ନବରାତ୍ରୀ ଆରମ୍ଭ ହେଉଛି । ନବରାତ୍ରୀ ସମୟରେ ଭକ୍ତମାନେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରିଥାନ୍ତି। ଆଜି ନବରାତ୍ରୀଙ୍କର ପ୍ରଥମ ଦିନ ହୋଇଥିବା ବେଳେ ଏହା 25 ଅକ୍ଟୋବରରେ ବୁଡ଼ ପକାଇ ସମାପ୍ତ କରାଯିବ। ନବରାତ୍ରୀ ଅଶ୍ୱିନ […]
ଭୁବନେଶ୍ୱର : କଟକରେ ରାସ୍ତାକଡ କେନାଲ ଭିତରକୁ କାର ପଶିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ 16 ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି […]
ଭୁବନେଶ୍ବର, ଓଡିଶାର ହେବାକୁ ଥିବା ଦୁଇଟି ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ତିର୍ତ୍ତୋଲରେ 9 ଜଣ ଏବଂ ବାଲେଶ୍ବର ଆସନ ପାଇଁ 8 ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିର୍ତ୍ତୋଲରେ ଯେଉଁ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ତାରିମୀ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଛତୁ ତରକାରୀ ଖାଇ ବାପା, […]
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୮୫୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୬୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୪, ପୁରୀରୁ […]
ରମେଶ ମହାନ୍ତି ଜଗତସିଂହପୁର: ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସଚିତ୍ର ମଲ୍ଲିକ ଏବଂ ଗୋଲାପ ମଞ୍ଜରି ଭୋଇ ନିଜର […]
ଭୁବନେଶ୍ବର : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍ ନିଟ୍ ଟପ୍ପର ହୋଇଥିବାର ସୂଚନା ରହିଛି। […]
ଭୁବନେଶ୍ବର : ଆସନ୍ତା 19 ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ଅର୍ଥାତ୍ ତିନିଧରି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ […]
ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଯଦି ପୁରୁଣା ଦଶ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ମାଲେମାଲ୍ ହୋଇଯିବେ। ଆପଣ ଗୋଟିଏ ପୁରୁଣା ଦଶଟଙ୍କିଆ ନୋଟ୍ରୁ ୨୦ ରୁ ୨୫ ହଜାର ଟଙ୍କା ପାଇପାରିବେ। ବ୍ରିଟିଶ୍ ଇଣ୍ଡିଆ ସମୟରେ ଏପରି କିଛି ନୋଟ୍ […]
ନୂଆଦିଲ୍ଲୀ : ଆଜିର ଜାମାନା ହେଉଛି ଗୁଗୁଲ୍ର । ଆପଣଙ୍କର ଯଦି କିଛି ପ୍ରଶ୍ନ ଅଛି ତେବେ ତତ୍କ୍ଷଣାତ୍ ଗୁ୍ଗୁଲ୍କୁ ପଚାରି ଦେଉଛନ୍ତି । କେବେ କେବେ ଗୁଗୁଲରେ ବହୁତ ଅଜବ ଜିନିଷ ମଧ୍ୟ ସର୍ଚ୍ଚ ହୋଇଥିବାର ଜଣାଯାଇଛି । ଯଦି […]
ଜଲଗାଁଓ : ମହାରାଷ୍ଟ୍ରର ଜଲଗାଁଓରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଜ୍ଞାତ ବ୍ୟକ୍ତି ଗୋଟିଏ ପରିବାରର ଚାରି ସନ୍ତାନଙ୍କୁ କୁରାଢୀରେ ନିର୍ମମ ହତ୍ୟା କରିଛି । ବୋରେଖେଡା ଗ୍ରାମର କ୍ଷେତରୁ ଚାରି ଶିଶୁଙ୍କ ମୃତଦେହକୁ ଝୁଲନ୍ତା […]
ନୂଆଦିଲ୍ଲୀ: ଏବେ ଆପଣଙ୍କ ଏଲ୍ପିଜି ସିଲିଣ୍ଡରର ହୋମ୍ ଡେଲିଭେରୀ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିବ। ମିଳିଥିବା ସୂଚନା ଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରା ହିଁ ସିଲିଣ୍ଡର ଡେଲିଭରି ହେବନି। ଏଥିପାଇଁ ଭାରତୀୟ ତୈଳ କମ୍ପାନୀ ଏଲ୍ପିଜି ସିଲିଣ୍ଡରର […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲରେ ବେଆଇନ ପଥର ମାଫିଆଙ୍କ ଉପରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ସତେ ଯେମିତି ଅଞ୍ଚଳରୁ ଖଣି ଓ ପଥର ମାଫିଆଙ୍କ ଚି଼ହ୍ନବର୍ଣ୍ଣ ଲିଭେଇବାର ଶପଥ ନେଇଛନ୍ତି […]
ଗୁଣୁପୁର : ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ତିନି ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଶ୍ରମିକ ଥିବାର ସୂଚନା ରହିଛି । ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ […]
ଦୁବାଇ: କେକେଆର ଅଧିନାୟକ ପଦରୁ ଓହରିଛନ୍ତି ଦୀନେଶ କାର୍ତ୍ତିକ ।କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ ମଧ୍ୟଭାଗରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି । କାର୍ତ୍ତିକ ଓହରିବା ସହିତ ଅଧିନାୟକ ଦାୟିତ୍ୱ ଇଓନ ମୋର୍ଗାନଙ୍କ ଉପରେ ନ୍ୟସ୍ତ କରାଯାଇଛି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ପ୍ରତାପ ଗ୍ରାମ ଏବଂ ଶାଳିଆ ଡ୍ୟାମର ସୀମାବର୍ତୀ ଜଙ୍ଗଲ ଅଞ୍ଚଳରେ ପଡ଼ିରହିଛି ଏକ ଗଳିତ ଶବ । ଶବଟି ବହୁଦିନ ରୁ ପଡିଥିବାର ଅନୁମାନ କରାଯାଉଛି । […]
ନୂଆଦିଲ୍ଲୀ : ତାଇଓ୍ବାନ ରାଷ୍ଟ୍ରତି ସାଇ ଇଙ୍ଗ୍ ଓ୍ବାନ୍ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି । ତାଇଓ୍ବାନ୍ ରାଷ୍ଟ୍ରପତି ଗୁରୁବାର ଏକ ଟୁଇଟ୍ ଜରିଆରେ ଭାରତୀୟ ଖାଦ୍ୟ ମଧ୍ୟରେ ନିଜର ପସନ୍ଦିତା ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, […]
ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ପ୍ରଥମରେ ନବୀନ ପଟ୍ଟନାୟକ ଏବଂ ଦ୍ବିତୀୟରେ ପ୍ରଣବ ପ୍ରକାଶ ଦାସଙ୍କ ନାମ ରହିଛି। ଏହାପରେ ଅନ୍ୟ ନେତାଙ୍କ ନାମ ରହିଛି। ସେହିପରି ବିଗତ ନିର୍ବାଚନଗୁଡିକରେ […]
ଭୁବନେଶ୍ବର, ଓଡିଶାର ଦୁଇଟି ଉପନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ରାଜ୍ୟର ବଛା ବଛା 30 ଜଣ ନେତା ଅଛନ୍ତି। ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ […]