ଆଜିର ଖବର

ଭୁବନେଶ୍ୱର: ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଏକ ଜଂଗଲରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ନିକଟସ୍ଥ…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ…

ଭୁବନେଶ୍ବର: ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। କରୋନା କଟକଣାକୁ ମାନି ଦଣ୍ଡଯାତ୍ରା କରିବାକୁ ଅନୁମତି ମିଳିଛି। ପୂର୍ବ ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଝିଅ ଜନ୍ମ ହେବା ଯୋଗୁଁ ପ୍ରଥମେ ନିର୍ଯ୍ୟାତନା। ତା’ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସଂଦେହ। ଶେଷରେ ସାତଜନ୍ମକୁ ସାଥୀ…

ଭୁବନେଶ୍ବର: ଭୁବନେଶ୍ବରରେ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି। ଲୋକଙ୍କ ଭାବାବେଗକୁ ଲକ୍ଷ କରି ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସକୁ ସ୍ଥଗିତ ରଖିଛନ୍ତି। ଏନେଇ…

ନୂଆଦିଲ୍ଲୀ: ବଟଲା ହାଉସ ଏନକାଉଣ୍ଟର ମାମଲାରେ ଆରିଜ ଖାନଙ୍କ ଦଣ୍ଡାଦେଶକୁ ଶାକେତ କୋର୍ଟ ସୁରକ୍ଷିତ ରଖିଛନ୍ତି। କୋର୍ଟ ଆଜି ଅପରାହ୍ନ ୪ ଟାରେ ରାୟ ଶୁଣାଇବେ। ଆଜି…

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଦୁଇ ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଚିଲିକା…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମହାମାରୀ ଆଇନ ଏବଂ ସନାତନ ହିନ୍ଦୁ ଧର୍ମ ଶହଶହ ବର୍ଷର ଧାର୍ମିକ ଭାବନା ଓ ପ୍ରଥାକୁ ଅବଜ୍ଞା କରିବା ଅଭିଯୋଗରେ ଗଂଜାମ…

ଭୁବନେଶ୍ବର: ଆଜି ରାଜ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…

କଲିକତା: ପଶ୍ଚିମବଙ୍ଗ ବିଜେପିର ପୁରୁଣା ନେତା ଏବଂ ନୂଆ କରି ଦଳରେ ସାମିଲ ହେଉଥିବା ଲୋକଙ୍କ ମଧ୍ୟରେ ବିବାଦ ଗତକାଲି ଦେଖିବାକୁ ମିଳିଛି। ରାଜ୍ୟ ବିଧାନସଭା ନିର୍ବାଚନ…

ସୀତାରାମ ଅଗ୍ରୱାଲ ବାଣପୁର: ଗତ ୮ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ବରିଷ୍ଠ ନାଗରିକମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ଭୁବନେଶ୍ବର, ଆଜିଠାରୁ ଦୁଇଦିନ ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଏହି ଧର୍ମଘଟରେ ଓଡିଶାର ସମସ୍ତ ବ୍ୟାଙ୍କ ସାମିଲ ହୋଇଛନ୍ତି। ସରକାରୀ ବ୍ୟାଙ୍କ ସହିତ…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶ ସୋମପେଟା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ରୁ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୨୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ…

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ…

କୁମ୍ଭ: –  ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଆଣିବ। କିନ୍ତୁ ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କୈଣସି ପ୍ରକାରର ବିପଦ ନିଅନ୍ତୁ…

ତୂଳା: – ଚିନ୍ତା ନକରି କାରବାର ଏବଂ କୈଣସି ନିଷ୍ପତ୍ତି ଗ୍ରହଣକୁ ଏଡାଇ ଦିଅନ୍ତୁ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ଅତ୍ୟଧିକ କ୍ରୋଧ ହେବ, ଯେଉଁ…

ସିଂହ: –ଆଜି ସାଧାରଣ ଦିନ ହେବ । କ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ ଯେ କୈଣସି…