ସମୀକ୍ଷା ବ୍ୟୁରୋ ରାଜ୍ୟରେ ଥିବା କଳାଶିକ୍ଷକଙ୍କ ଛଟେଇ ନିଷ୍ପତିର ପୁନଃବିଚାର କରାଯିବ। ରାଜ୍ୟର କଳା ଓ ସଂସ୍କୃତିର ଉନ୍ନତି ପାଇଁ କଳାଶିକ୍ଷକଙ୍କ ଅବଦାନ ଥିବାରୁ ତାହାକୁ ବିଚାର କରି ଏକ ନିଷ୍ପତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]
ଜାତୀୟ କ୍ରୀଡା ଦିବସ ଅବସରରେ ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖେଳାଳିଙ୍କୁ ରାଷ୍ଟ୍ରପତି ଭବନରେ ଜତୀୟ କ୍ରୀଡା ପୁରସ୍କାରରେ ସମ୍ମାନିତ କରିଛିନ୍ତି । ଏହି ଅବସରରେ ରିଓ ପାରା ଅଲମ୍ପିକରେ ପଦକ ହାସଲ କରିଥିବା ଆଥଲେଟ ଦୀପା ମଲ୍ଲିକ ଏବଂ […]
ଏୟାର ଇଣ୍ଡିଆର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ସରକାର ବିମାନ ଚଳାଚଳ ବ୍ୟବସାୟ ଚଲାଇବାକୁ ଚାହୁଁନାହାନ୍ତି । ଏହି କାମ ଘରୋଇ କମ୍ପାନୀ କରିବା […]
ସମୀକ୍ଷା ବ୍ୟୁରୋ ବନୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସିଏଏମପିଏ ଫଣ୍ଡରୁ ଓଡିଶାକୁ ୫୯୩୩.୯୮ କୋଟି ମିଳିଛି। ବନୀକରଣ ପାଇଁ ୨୭ଟି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସହାୟତା ରାଶି ପ୍ରଦାନ କରାଯାଇଛି। ସିଏଏମପିଏ ଫଣ୍ଡ ସାହାଯ୍ୟରେ ଏହି ସହାୟତା ରାଶି ଦିଆଯାଇଛି। ୨୭ଟି […]
ଭାରତର ପ୍ରଥମ ମହିଳା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦ କାର୍ଗିଲ୍ ଗାର୍ଲର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଗୁଞ୍ଜନ ସକ୍ସେନା ଭୂମିକାରେ ଅଭିନୟ କରୁଥିବା ଜାହ୍ନବୀ କପୁର ପ୍ରଥମ ପୋଷ୍ଟରରେ ନଜର ଆସିଛନ୍ତି । […]
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ବତନ୍ତ୍ର କମିଟିକୁ ପୁନଃଗଠନ କରିଛନ୍ତି । ଏହି କମିଟିରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଉନ୍ନୟନ କମିଶନର […]
ଆସନ୍ତା ଅକ୍ଟୋବର ୨୦ ମଧ୍ୟରେ ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଆସନ୍ତା୨ ମାସ ମଧ୍ୟରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୨୦ମଧ୍ୟରେ ହେବା […]
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ କୋଏମ୍ବାଟୋରର 5ଟି ସ୍ଥାନରେ ଚଢାଉ କରାଯାଇଛି । ଆଇଏସ୍ ଲିଙ୍କ ସନ୍ଦେହରେ ଏହି ଚଢାଉ କରାଯାଇଛି । କୋଚିର ଏନ୍ଆଇଏ କାର୍ଯ୍ୟାଳୟ ପକ୍ଷରୁ ସକାଳ 5ଟାରୁ ଆରମ୍ଭ କରାଯାଇଥିବା ଏହି ଚଢାଉରେ ଜିଏମ୍ ନଗର […]
ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ଛଅ ଥାକିଆ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ବହୁ ପୁରୁତନ ହୋଇଥିବା ଅନୁମାନ କରାଯାଉଛି। ଏହା ୩ ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅନୁମାନ […]
କରାଚୀରେ ଅବସ୍ଥାପିତ ଏକ ଏୟାର ସ୍ପେସ୍ ବନ୍ଦ କରିବାର ଗୋଟିଏ ଦିନ ପରେ ପାକିସ୍ତାନ ପକ୍ଷରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଏହା ସହିତ ପଡୋଶୀ ରାଷ୍ଟ୍ରଙ୍କୁ ଭୟଭୀତ କରାଇବା ନିମନ୍ତେ କ୍ଷେପଣାସ୍ତ୍ର ପରୀକ୍ଷଣର ଏକ ଭିଡିଓ ଟ୍ବିଟ୍ଟର ଜରିଆରେ […]
କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ମିଳିତ ଜାତିସଂଘର ଦ୍ବାରସ୍ଥ ହୋଇଥିଲା । ଗତକାଲି ପାକିସ୍ତାନ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ବ୍ୟବହାର କରି ଚିଠି ଲେଖିଥିବା ଜଣା ପଡିଥିଲା । ଆଜି ଏହି ଧାରାରେ ଆହୁରି […]
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସା ପ୍ଲୁଟୋକୁ ପୁଣି ଗ୍ରହର ମାନ୍ୟତା ଦେଇଛି । ନାସାର ମୁଖ୍ୟ ଜିମ୍ ବ୍ରିଡେନ୍ଷ୍ଟାନ୍ ପ୍ଲୁଟୋକୁ ସୌରମଣ୍ଡଳର ଏକ ଗ୍ରହ ବୋଲି କହିଛନ୍ତି । ଆକାରରେ ସବୁଠାରୁ ଛୋଟ ଥିବା ଏହି ଗ୍ରହକୁ ୨୦୦୬ରେ ସୌରମଣ୍ଡଳରୁ […]
ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅକିଲ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରଦେଶ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବରେ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବ ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଗୁରୁବାର ଏହି ପ୍ରସ୍ତାବକୁ ଖାରଜ କରି […]
ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ। ଜଗା, କାଳିଆଙ୍କ ସହିତ ଏମ୍ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ […]
ଫରିଦାବାଦର ବଲ୍ଲଭଗଡଠାରେ ଥିବା ପାଲ୍ଲା ଷ୍ଟେସନ ନିକଟରେ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ସକାଳେ ୭ଟା୪୩ରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଅଗ୍ନିଶମବାହିନୀ ନିଆକୁ ଆୟତ୍ତ କରିବାରେ ସମର୍ଥ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, […]
ହକି ଚାମ୍ପିୟନ୍ ମେଜର ଧ୍ୟାନଚାନ୍ଦଙ୍କ 114 ଜନ୍ମବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ’ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି […]
ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ । ଧାରା 370 ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ଜାମ୍ମୁ କାଶ୍ମୀର ଯିବାକୁ ଅନୁମତି ମିଳିଛି । […]
ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବା ସହିତ ମହାନଦୀର ଉପର ମୁଣ୍ଡରେ ମଧ୍ୟ କିଛିଦିନ ହେଲା ବର୍ଷାର ପରିମାଣ କମ ରହିଛି । ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ 6ଟା ସୁଧା ହୀରାପୁଦ […]
ଜମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ଗାନ୍ଧୀ ପରିବାର ଦାୟୀ ବୋଲି ମାୟାବତୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହାରଲାଲ ନେହେରୁ ଜମ୍ମୁ କାଶ୍ମୀର ସମସ୍ୟାର ମୂଳ କାରଣ ବୋଲି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି । […]
କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଏକ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଫଳରେ ଗୁହାଳରେ ଥିବା 20ଟି ଗୃହ ପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି […]
ସମାକ୍ଷା ବ୍ୟୁରୋ ବିଜେଡି ନେତା ତଥା ଦଳର ମୁଖପାତ୍ର ମାନସ ମଙ୍ଗରାଜଙ୍କୁ ମିଳିଛି ସରକାରୀ ନିଯୁକ୍ତି। ତାଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ […]