ବିବଦୀୟ ଇସ୍ଲାମିକ ଧର୍ମଗୁରୁ ତଥା ଭାରତରୁ ଫେରାର ହୋଇଯାଇଥିବା ଜାକିର ନାଏକଙ୍କ ଅଡ଼ୁଆ ବଢ଼ିଛି। ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମାଲେସିଆ ସରକାର ତାଙ୍କ ଉପରେ କଟକଣା ଜାରି କରିଛନ୍ତି। ଅର୍ଥାତ ଜାକିର ନାଏକ ଏଣିକି ଆଉ ସର୍ବସାଧାରଣରେ […]
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ମଙ୍ଗଳବାର ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । 17 ଜଣ କ୍ୟାବିନେଟ୍ ମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭାଜୁ ଭାଇ ଭାଲ୍ଲା ଏହି ସମସ୍ତ ବିଧାୟକଙ୍କୁ ଶପଥ […]
ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀ ଡାକରା ମିଳିଛି । ରାଜ୍ୟ କଂଗ୍ରେସରେ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକାଯାଇଛି । ଆସନ୍ତା 22 ତାରିଖରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏଡି ବୈଠକ […]
ଚନ୍ଦ୍ର କକ୍ଷପଥର ପ୍ରବେଶ କଲା ଚନ୍ଦ୍ରଯାନ-୨ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପାଇଁ ସଫଳତା ମିଳିଛି । ଆଜି ଭାରତୀୟ ଉପଗ୍ରହ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । […]
ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ୩୫୪.୫୧ କୋଟି […]
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ଜଜୟନ୍ତୀ । ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ଗୁଲାମ ନବୀ ଆଜାଦ୍, ଅହମ୍ମଦ ପେଟଲ୍ ସମେତ […]
ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ରାଜଧାନୀ ଦିଲ୍ଳୀ ଓ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯାଇଛି । ହରିୟାଣାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଦିଲ୍ଲୀ ନିକଟ ଦେଇ ଯାଇଥିବା […]
କନ୍ଧମାଳ ଘାଟିରେ ଯାଉଥିବା ଏକ ଯାତ୍ରୀବାହୀ ବସ ପୋଲ ତଳକୁ ଖସି ପଡ଼ିଛି । ଏହି ଅଘଟଣରେ ୩୦ଜଣ ଗୁରୁତର ହୋଇପଡ଼ିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଆଡାରି ନିକଟ ଡଡୁମା ଘାଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ […]
ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଆଜି ମଞ୍ଜୁରି ମିଳିଛି । ରାଜ୍ୟ ହାଇଲେବଲ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଚି ନିବେଶକୁ ମଞ୍ଜୁରି ମିଳିଛି । ବିଭିନ୍ନ କ୍ଷେତ୍ରରେ ନିବେଶ ପରେ ରାଜ୍ୟରେ ୨୭୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତିର ଅବସର […]
ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ ରାୟଗଡ଼ା ଯିବା ପରେ ସେଠାରୁ ଭାଗ […]
ଯୋଗୀ ସରକାରଙ୍କ କ୍ୟାବିନେଟ୍ରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ । ସୋମବାର ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଦେବ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଜେପିର ନିୟମ ‘ଜଣେ ବ୍ୟକ୍ତି, ଗୋଟିଏ […]
ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି ନ ହେବ ସେଥିଲାଗି ବ୍ୟବସ୍ଥା ରହିବ। କେହି କିଛି ଭୁଲ କଲେ ଏହା […]
ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଶାହା ଏବଂ ଡୋଭାଲ୍ଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି […]
ମାର୍ଭେଲ୍ ସିନେମାଟିକ୍ ୟୁନିଭର୍ସ (ଏମ୍ସିୟୁ)ର ଫିଲ୍ମ ବ୍ଲାକ୍ ପାନ୍ଥରର ଦ୍ବିତୀୟ ଭାଗରେ ନଜର ଆସିବାକୁ ଯାଉଛନ୍ତି ମାର୍ଟିନ୍ ଫ୍ରିମ୍ୟାନ୍ । ଏହି ଫିଲ୍ମରେ ଫ୍ରିମ୍ୟାନ୍ ଜଣେ ସିଆଇଏ ଏଜେଣ୍ଟ ଏଭର୍ଟ ରସ୍ ଭୂମିକାରେ ନଜର ଆସିବେ । ଓ୍ବେବ୍ ସିରିଜ୍ ସେର୍ଲକ୍ […]
ଜମ୍ମୁ ଓ କାଶ୍ମୀରରେ ତାଓ୍ବି ନଦୀରେ ଫସି ରହିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଯବାନ । ଜାମ୍ମୁ ଓ କାଶ୍ମୀର ତାଓ୍ବି ନଦୀରେ ୪ ଜଣ ମତ୍ସ୍ୟଜୀବୀ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଦୁଇ […]
ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ଏହାର ସିକ୍ବେଲ୍ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଭୂଷଣ କୁମାରଙ୍କ ପ୍ରଯୋଜନାରେ ନିର୍ମିତ […]
ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପୈାର ଓ ପଞ୍ଚାୟତ ନିର୍ବାଚନକୁ ସୁଚାରୁରୂପେ ତୁଲାଇବେ ବୋଲି ପ୍ରତିକ୍ରିୟା […]
ସମୀକ୍ଷା ବ୍ୟୁରୋ ନିର୍ବାଚନ ପରେ ପରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତ୍ତନ ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ ନୂଆ ଦିଲ୍ଲୀରେ ଯୋଗଦେଇଥିବା ଏକ ଫଟୋକୁ ନେଇ ଚାଲିଛି ଚର୍ଚ୍ଚା। ଜଣେ ନେତା ତଥା ପୂର୍ବତ୍ତନ ସାଂସଦ ଭାବେ କୌଣସ କାର୍ଯ୍ୟକ୍ରମ ବା […]
ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ 82 ବର୍ଷରେ ପ୍ରାଣ ହରାଇଛନ୍ତି ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ । ତିନିଥର ବିହାରର ମୁଖ୍ୟମନ୍ତ୍ରୀ ରହିଥିବା ମିଶ୍ର ବିଗତ କିଛି ମାସ […]
ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟରୁ ତ୍ରୀପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ […]
ଉପର ମୁଣ୍ଡରେ ପୁନଃର୍ବାର ବର୍ଷା ଦ୍ୱାରା ହୀରାକୁଦ ଜଳ ଭଣ୍ଡାରେ ଜଳ ସ୍ତର ବୃଦ୍ଧି ପାଉଛି । ବନ୍ଦ କରାଯାଇଥିବା ଗେଟ୍ଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ବର୍ଷାକୁ ନଜରରେ ରଖି ଆଜି ଆଉ 7 ଟି ଗେଟ୍ […]