ଚଳିତ ସପ୍ତାହର ତିନୋଟି ଦକ୍ଷିଣ ଭାରତୀୟ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଦକ୍ଷିଣ ଭାରତର ଦୁଇ ସୁପରଷ୍ଟାର ଅଜିତ୍ କୁମାର ଏବଂ ନାଗାର୍ଜୁନଙ୍କ ସହିତ ଅମଲା ପଲ୍ଙ୍କ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ନାଗାର୍ଜୁନଙ୍କ ମନ୍ମଧୁଡୁ-2, ଅଜିଥ୍ କୁମାରଙ୍କ […]
ବିଜୟ କୁମାର ଶର୍ମା ହେବେ ଭାରପ୍ରାପ୍ତ ପୋଲିସ୍ ମହାନିର୍ଦ୍ଦେଶକ । ଅଗ୍ନିଶମ ବିଭାଗ ଡିଜି ରହିଛନ୍ତି ବିଜୟ କୁମାର । ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ହେତୁ ବିଜୟଙ୍କୁ ଏହି ଦାୟିତ୍ବ ମିଳିଛି । ବିଜୟ କୁମାର ଶର୍ମା ୧୯୮୬ […]
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 100 ଜଣରୁ ଅଧିକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ରାଜନେତା ଏବଂ ସାମାଜିକ କର୍ମୀ […]
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ […]
କ୍ରମାଗତ ଚତୁର୍ଥ ଥର ପାଇଁ ଆରବିଆଇର ରେପୋ ରେଟ୍ରେ ହ୍ରାସ ଘଟାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବୁଧବାର ଅନୁଷ୍ଠିତ ବୈଠକରେ ରେପୋ ରେଟ୍ରେ 35 ବେସିସ୍ ପଏଣ୍ଟ ହ୍ରାସ ପାଇଛି । ରିଭର୍ସ ରେପୋ ରେଟ୍ ପୂର୍ବପରି 5.40ରେ ଅପରିବର୍ତ୍ତିତ […]
ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। […]
ଆଜି ପ୍ରକାଶ ପାଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସଭାପତି ଆଜି ପରୀକ୍ଷା ଫଳ ପ୍ରକାଶ କରାଇଛନ୍ତି । ଚଳିତ ବର୍ଷ ସପ୍ଲିମେଣ୍ଟାରୀରେ ପାସ ହାର 43.62 ପ୍ରତିଶତ ରହିଛି । ସେହିପରି ଓପନ୍ ସ୍କୁଲ୍ରେ […]
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କାଙ୍କରକୋଣ୍ଡା, ଏମ୍ଭି-୩୭, କୋରକଣ୍ଡା ପୋଲ […]
ମଙ୍ଗଳବାର ଦିଲ୍ଲୀ ସ୍ଥିତ ଏମ୍ସରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି । ବୁଧବାର ଅପରାହ୍ନ 3ଟାରେ ସ୍ବରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବା ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତା ଶେଷଦର୍ଶନ କରିଛନ୍ତି । […]
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି । ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଟ୍ରେନ ଲାଇନ ଉପରେ ମଧ୍ୟ ପାଣି ଜମି ହୋଇ ରହିଛି । ଫଳରେ ଟ୍ରେନ ଚଳାଚଳ […]
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ନୟାଗଡ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଜିଲ୍ଲାରେ ପ୍ରବାହିତ ହେଉଥିବା ଅନେକ ନଦୀରେ ଜଳସ୍ତର ବିପଦ ସଙ୍କେତ ଛୁଇଁଚି । ଗଜପତିର କାଶୀନଗରରେ ବଂଶଧାରା ନଦୀ ବିପଦ ସଙ୍କେତ ଟପିଛି । […]
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]
ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି20 ମ୍ୟାଚରେ ୱେଷ୍ଟଇଣ୍ଡିଜକୁ 7 ୱିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ 3 ମ୍ୟାଚ୍ର ଟି20 ସିରିଜ୍କୁ କ୍ଲିନ ସୁଇପ୍ କରିଛି । […]
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି । ସୁଷମା ସ୍ବରାଜଙ୍କ ତିରୋଧାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୁଇଦିନିଆ ଶୋକ ଘୋଷଣା କରାଯାଇଛି । ବୁଧବାର ଦିନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । […]
ସମୀକ୍ଷା ବ୍ୟୁରୋ ବାଗ୍ନି ନେତ୍ରୀ, ତଥା ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ […]
ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ତଥା ଜମ୍ମୁକାଶ୍ମୀରର ପୁର୍ନଗଠିତ ବିଲ୍କୁ ରାଜ୍ୟସଭାରେ ପାସ୍ କରିବାର ଗୋଟିଏ ଦିନ ପରେ ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ତାଙ୍କର ହତ୍ୟାର ଷଡଯନ୍ତ୍ର […]
ଅନୁଗୁଳ ଭରତପୁର ଏମ୍ସିଏଲ୍ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ । ମାସକ ପରେ ସେମାନଙ୍କୁ ଚାକିରିକୁ […]
ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର କାଣ୍ଡର ପୀଡିତା ଓ ତାଙ୍କର ପରିବାରଙ୍କୁ ସିବିଆଇ ଦ୍ୱାରା ଯୋଗେଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି । ପୀଡିତା ଓ ତାଙ୍କ ପରିବାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କର […]
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ନିମନ୍ତେ ଗତକାଲି ରାଜ୍ୟସଭାରେ ବିଲ୍ ପାଶ କରାଯାଇଥିଲା । ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ସମର୍ଥନ କରାଯାଇଥିବା ବେଳେ ଅନେକ ରାଜନୈତିକ ଦଳ […]
କେନ୍ଦ୍ର ସରକାରଙ୍କ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ନେଇ କଂଗ୍ରେସ ସରକାରଙ୍କୁ ବିରୋଧ କରୁଥିବାବେଳେ କଂଗ୍ରେସ ଭିତରେ କିନ୍ତୁ ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ଏହି ବିଲ୍କୁ ଦୃଢ ବିରୋଧ କରିଥିବାବେଳେ […]
ସାଲେପୁରର ବିଭିନ୍ନ ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ଏବଂ ବଜ୍ରପାତ ଘଟିଛି । ବଜ୍ରପାତରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ନିଶ୍ଚିନ୍ତକୋଇଲି ନିକଟସ୍ଥ ପାଳଦା ଗ୍ରାମରେ ଏକ ବିଲରେ ବଜ୍ରପାତ ଘଟି ଦୁଇ […]