କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ବିରୋଧ କରିଥିବାବେଳେ ଓ୍ବାଇଏସ୍ଆର୍, ବିଏସ୍ପି, ଏଆଇଡିଏମ୍କେ ଓ ବିଜେଡ଼ି ସମର୍ଥନ କରିଛନ୍ତି । କିନ୍ତୁ ସହଯୋଗୀ ଦଳ ଜେଡିୟୁର ପ୍ରବକ୍ତା […]
ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ 5 ତାରିଖ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଦିବସ ବୋଲି ଟ୍ବିଟ୍ କରି କହିଛନ୍ତି ମେହବୁବା ମୁଫ୍ତି । 1947ରେ ଦୁଇ ରାଷ୍ଟ୍ରୀୟ […]
ଭାରତୀୟ ସେୟାର ବଜାର ସୋମବାର ବଡ କ୍ଷତିର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ବଜାର ତଳୁଆ ରହିବା ଫଳରେ ସେନ୍ସେକ୍ସ 675 ପଏଣ୍ଟ ତଳୁଆ ରହିଥିବା ବେଳେ ନିଫ୍ଟି 150 ପଏଣ୍ଟ ତଳୁଆ ରହିଛି । ସେନ୍ସେକ୍ସ 674.81 ପଏଣ୍ଟ ତଳକୁ […]
କାଶ୍ମୀରର ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତୀଙ୍କୁ ନଜର ବନ୍ଦୀ କରାଯିବା ଘଟଣାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଏକ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଅଧରାତିରେ ଗୃହବନ୍ଦୀ କରାଯାଇଛି ସେ […]
ବିହାରର ପୂର୍ଣ୍ଣିଆରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଯାତ୍ରୀବାହୀ ବସ ଜଳିଯାଇଛି । ଏହି ଅଘଟଣରେ 7 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାନେଇ ଆଶଙ୍କା ରହିଛି । ବସଟି ମୁଜାଫରପୁରରୁ ସିଲିଗୁଡି ଯାଉଥିଲା । ଅଘଟଣରେ […]
କାଇରୋରେ ଏକ କାର୍ ବୋମା ବିସ୍ଫୋରଣରେ 19 ଜଣଙ୍କ ପ୍ରାଣହାନି ଘଟିଛି । ଇଜିପ୍ଟର ରାଜଧାନୀ କାଇରୋର ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ ନିକଟରେ ଏହି କାର ବୋମା ବିସ୍ଫୋରଣ ସଙ୍ଗଠିତ ହୋଇଥିଲା । କାର୍ ବୋମା ବିସ୍ଫୋରଣରେ ଅନ୍ୟୁନ 19 ଜଣଙ୍କ […]
ଜମ୍ମୁ କାଶ୍ମୀରରେ ଗତକାଲି ଧାରା 144 ଜାରି କରାଯାଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଜି ଦିନ 9.30 ମିନିଟ୍ ସମୟରେ ଏହି ବୈଠକ ଆରମ୍ଭ ହୋଇଛି […]
ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି […]
ମହାରାଷ୍ଟ୍ର ସହିତ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ସୁରତ, ଭଦୋଦରା, ନବସାରିରେ ବର୍ଷାରେ ଜନଜୀବନ ବେହାଲ ହୋଇ ପଡ଼ିଛି। ସେଠାରେ କାମ କରୁଥିବା ଓଡ଼ିଶାର ଲୋକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ନବସାରି ଜିଲ୍ଲାର ମେନ୍ଧର […]
କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତରଫରୁ ଆଜି ଭୁବେନଶ୍ବରସ୍ଥିତ ଖାରବେଳନଗରଠାରେ ଏକ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ରୁ ଅଧିକ କ୍ରୀଡ଼ାଭାରତୀର ସଦସ୍ୟ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷିଣ ଶିବିର ମାଧ୍ୟମରେ ଓଡ଼ିଶାରେ କ୍ରୀଡ଼ାର […]
ଆମେରିକାର ଓହିଓରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାରେ […]
ସାଲେପୁର ନେମାଳ ମଠରୁ ଜଣେ ଭକ୍ତଙ୍କୁ ଦିନ ଦ୍ୱିପହରରେ ଅପହରଣ କରାଯାଇଛି । ଅପହୃତ ହୋଇଥିବା ଭକ୍ତ ଜଣକ ହେଉଛନ୍ତୁ ଶୁଦ୍ଧେନ୍ଧୁ ମହାନ୍ତି । ତାଙ୍କ ଭୁବନେଶ୍ବରସ୍ଥିତ ଭୀମଟାଙ୍ଗି ଅଞ୍ଚଳରେ । ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନେମାଳ ମଠ […]
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍ ଦୂତାବାସ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ଟୁଇଟ୍ରେ ‘ହ୍ୟାପି ପ୍ରେଣ୍ଡସିପ୍ ଡେ ୨୦୧୯ ଇଣ୍ଡିଆ । ଲେଖାଯାଇଥିବାବେଳେ ଆମର ବନ୍ଧୁତ୍ବକୁ […]
ଜମ୍ମୁ କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବେଶ୍ ସ୍ଥିତି ବେଶ୍ ଗୋଳମାଳିଆ ରହିଥିବାବେଳେ ରାଜନୈତିକ ନେତାମାନଙ୍କର ବୟାନ ବାଜି ମଧ୍ୟ କମ୍ ନାହିଁ । ଜମ୍ମୁ କାଶ୍ମୀରର ପରିସ୍ଥିତିକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ […]
ଇଂଲଣ୍ଡ 19 ବର୍ଷରୁ କମ୍ କ୍ରିକେଟ୍ ଦଳକୁ 1 ଓ୍ବିକେଟ୍ରେ ପରାସ୍ତ କରିଛି ଭାରତୀୟ ଦଳ । ଚେଲ୍ମସଫୋର୍ଡରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ପୂର୍ଣ୍ଣାଙ୍କ ତ୍ୟାଗୀ 33 ରନ୍ […]
ଓଡିଶାର ଚାନ୍ଦିପୁରରେ ଅବସ୍ଥାପିତ ଡିଆରଡିଓ କେନ୍ଦ୍ରରୁ କ୍ବିକ୍ ରିଆକ୍ସନ୍ ସରଫେସ୍ ଟୁ ଏୟାର (କ୍ୟୁଆର୍ଏସ୍ଏଏମ୍) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ରବିବାର ଦିନ 11.05 ମିନିଟ୍ରେ ପରୀକ୍ଷଣ କରାଯାଇଥିଲା । ଚାନ୍ଦିପୁରର […]
ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚନ୍ଦ୍ରଯାନ-2 ଦ୍ବାରା ଉତ୍ତୋଳନ କରାଯାଇଥିବା ପ୍ରଥମ ଫଟୋ ସେୟାର କରାଯାଇଛି । ଇସ୍ରୋର ଅଫିସିଆଲ୍ ଟ୍ବିଟ୍ଟର ହ୍ୟାଣ୍ଡେଲରୁ ଏହି ଫଟୋ ସେୟାର କରାଯାଇଛି । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମ ପୃଥିବୀ ପୃଷ୍ଠର ପ୍ରଥମ ଫଟୋ […]
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଛନ୍ତି । ଶାହାଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍ ଡୋଭାଲ୍, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର […]
ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ । ବନ୍ଧୁ ପାଇଁ ଦିନଟିଏ । ସତ କହିବାକୁ ଗଲେ ବନ୍ଧୁତ୍ବ ପାଇଁ ଗୋଟିଏ ଦିନ ନୁହେଁ, ବନ୍ଧୁତ୍ବ ଅନନ୍ତକାଳର । ବନ୍ଧୁତ୍ବ ହେଉଛି ସମ୍ପର୍କର ଅନନ୍ୟ ପରିଭାଷା । ଦୁନିଆର ସବୁଠାରୁ ନିସ୍ବାର୍ଥପର […]
ଭାରତୀୟ ସୀମାରେ ପଡି ରହିଥିବା 5-7 ଜଣ ପାକିସ୍ତାନୀ ଯବାନଙ୍କ ଶବକୁ ଫେରାଇବାର ନିଷ୍ପତ୍ତି ନେଇଛି ଭାରତ । ପାକିସ୍ତାନର ବର୍ଡର ଆକ୍ସନ୍ ଟିମ୍ (ବିଏଟି)ର 5-7 ଜଣ ଯବାନଙ୍କ ମୃତ ଶରୀର ପଡଇ ରହିଥିବାରୁ ଏହାକୁ ଫେରାଇ ନେବା ପାଇଁ […]
ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୂଆ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି । ତିନି ଦିନ ପରେ ପୀଡ଼ିତାଙ୍କ ମା’ଙ୍କ ଏତଲାକୁ ପୋଲିସ ଗ୍ରହଣ କରିଛି । ଫଳରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ […]