ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଗୁରୁବାର ଦିନ ମଧ୍ୟସ୍ଥତା କମିଟିର ରିପୋର୍ଟ ଦେଖିବା ପରେ ସୁପ୍ରିମ୍କୋର୍ଟର ସାମ୍ବିଧାନିକ ବେଞ୍ଚ ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହା ପରେ ଅଗଷ୍ଟରୁ […]
ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଧବଙ୍କ ମାମଲାରେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ନିଷ୍ପତ୍ତି ପରେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ ଅଭିଭାଷଣ ରଖିବେ । ବୁଧବାର ଦିନ ଆଇସିଜେ ଯାଧବ ମାମଲାରେ ନିଷ୍ପତ୍ତି ଶୁଣାଇ ଫାଶୀ ଉପରେ ରୋକ୍ […]
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ରେ ଧରା ପଡିଛନ୍ତି ବାରିପଦାର ସହକାରୀ ନିର୍ବାହୀ ଯନ୍ତ୍ରୀ। ଏହି ଯନ୍ତ୍ରୀଜଣକ ହେଉଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦେଶ୍ବର ବେହେରା । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ୫ଟି ଟିମ […]
ଗତ ୧୫ ଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଂକଟ ଆଜି ଶେଷ ହେବ । ଗୁରୁବାର ବିଧାନସଭାରେ ଫ୍ଲୋର୍ ଟେଷ୍ଟ୍ ଦେବେ କୁମାରସ୍ବାମୀ ସରକାର । ଏହି ନିଷ୍ପତ୍ତି ଆଧାରରେ କର୍ଣ୍ଣାଟକ ରାଜନୀତିର ସଂକଟ ଦୂର ହେବ । କଂଗ୍ରେସ-ଜେଡିଏସ […]
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ବଦାନ୍ୟତା କିଛି କମ୍ ନୁହେଁ । ଆସାମ, ବିହାର ଓ ଉତ୍ତରପ୍ରଦେଶରେ ଆସିଥିବା ବନ୍ୟା ଯୋଗୁଁ ହୋଇଥିବା କ୍ଷତିଗ୍ରସ୍ତ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଖିଲାଡି କୁମାର । ଆସାମର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ […]
ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଆସନକୁ ହାତେଇବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ଚାଲିଛି । ବିଜେଡିର ମାଳମାଳ ମନ୍ତ୍ରୀ,ବିଧାୟକ ଓ ନେତା ପାଟକୁରାରେ ଡେରା ପକାଇ […]
୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଞ୍ଚାଇବାର ଲକ୍ଷ୍ୟ ନେଇଛି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ । ଆଜି ଇସ୍ପାତ ତଥା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ […]
ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କ ଉପରେ ଆଜି ଅନ୍ତରାଷ୍ଟ୍ରୀୟ ଅଦାଲତ (ଆଇସିଜେ) ନିଷ୍ପତ୍ତି ଶୁଣାଇଛନ୍ତି । ଆଇସିଜେ କୁଲଭୂଷଣଙ୍କ ଫାଶିରେ ରହିତାଦେଶ ଲଗାଇଛନ୍ତି । ଆଜି ଭାରତୀୟ ସମୟ ପ୍ରାୟ ୬ଟା ୩୦ ମିନିଟ୍ରେ ଆଇସିଜେ […]
ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଉଭଭା ଗାଁରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ମୃତକଙ୍କ […]
ଜାତୀୟ ମେଡ଼ିକାଲ୍ କମିଶନ ଗଠନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ମେଡିକାଲ ଶିକ୍ଷା ପାଇଁ ଏକାଧିକ ଏଣ୍ଟ୍ରାନ୍ସ ବଦଳରେ କେବଳ ଏନଇଇଟି ପରୀକ୍ଷା ହେବ । ଅର୍ଥାତ୍ ଏବେ ଦେଶରେ କିମ୍ବା କୌଣସୀ ରାଜ୍ୟସ୍ତରୀୟ ମେଡିକାଲ କଲେଜରେ […]
କେନ୍ଦୁଝର ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ହରିଚନ୍ଦନପୁର ବ୍ଲକ୍ ବଡ଼ସିଆଳିମାଳ ଗାଁରେ ଦମ୍ପତି ପ୍ରାଣ ହରାଇଛନ୍ତି । ସେହିପରି ଠାକୁରପଡ଼ା ଗାଁରେ ବଜ୍ରପାତରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ […]
ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି । ଆଜି ପ୍ରଶାସନ ତରଫରୁ ବଡଦାଣ୍ଡରେ ଥିବା ଉଠାଦୋକାନୀଙ୍କୁ ହଟାଇଥିବାବେଳେ ଜବରଦଖଲ କରିଥିବା ଦୋକାନକୁ ପୋଲିସ ହଟାଇଥିଲା । ତେବେ ଶ୍ରୀମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା […]
ଜମ୍ମୁ କାଶ୍ମୀରର ସୋପୋରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍କାଉଣ୍ଟର ଅନୁଷ୍ଠିତ ହୋଇଯାଇଛି । ଏହି ଏନକାଉଣ୍ଟରରେ ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳୁ ସୋପୋରର ବାରମୂଳାରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା […]
ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼, ଆର୍.ଉଦୟଗିରି, ମୋହନା, ସାନଖେମୁଣ୍ଡି, […]
ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ରହିଥିବା ଭାରତୀୟ ଦଳ ମ୍ୟାଚ୍ ସମାପ୍ତ ହେବା ପୂର୍ବରୁ ସିରିଜ୍ ବିଜୟୀ ହୋଇଛି । ଅଧିନାୟକ ମନୀଷ ପାଣ୍ଡେ ଶତକ ହାସଲ କରିଥିବା ବେଳେ କୃଣାଲ ପାଣ୍ଡ୍ୟା 5 ଓ୍ବିକେଟ୍ ଅକ୍ତିଆର କରିଥିଲେ । ଭାରତ ଏ ଏହି […]
ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର […]
ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ବୁଧବାର ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ଡେରାବିଶ ବ୍ଲକ ବାରିମୂଳ ହେଲିପ୍ୟାଡ୍ରେ ଓହ୍ଲାଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। […]
ବିଶ୍ବ ଆତଙ୍କବାଦୀ ତାଲିକାରେ ରହିଥିବା କୁଖ୍ୟାତ ହାଫିଜ୍ ସଇଦ୍କୁ ପାକିସ୍ତାନରେ ଗିରଫ କରାଯାଇଛି । 26/11 ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍କୁ ମେ ମାସରେ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିଲା । ଲାହୋରରୁ ଗୁଜରାନଓ୍ବାଲା ଯାଉଥିବା ସମୟରେ ପାକିସ୍ତାନ ଅର୍ଥନୈତିକ […]
ବିଧାନସଭାର ପ୍ରଶ୍ନୋତ୍ତର କାଳ ଚାଲିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରସ୍ପର ଉପରେ ଦୋଷ ଲଦିଛନ୍ତି। ପ୍ରଶ୍ନୋତ୍ତର କାଳରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଖାଦ୍ୟ ଯୋଗାଣ ଏବଂ ଖାଉଟି […]
କୋଲକାତାରେ ଏକ ଦୁର୍ଘଟଣାରେ ୫ ଜଣ ଓଡିଆ ପ୍ରାଣ ହରାଇଛନ୍ତି। କୋଲକାତା ହାୱଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଓଡ଼ିଆ ଯୁବକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହା ସହିତ ଅନ୍ୟ ୩ ଜଣ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି […]
ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସମ୍ପର୍କ ସୁଦୃଢ କରାଯିବ ବୋଲି ପ୍ରତିରକ୍ଷା ସଚିବ ମାର୍କ ଟି ଏସ୍ପର ପ୍ରକାଶ କରିଛନ୍ତି। ଭାରତୀୟ ସୁରକ୍ଷା ବଳଙ୍କ ସହିତ ଆମେରିକାର ସହଭାଗିତାରେ ଏକ ଶକ୍ତିଶାଳୀ ସେନା ସୃଷ୍ଟି କରାଯାଇ ପାରିବ ବୋଲି ଏସ୍ପର […]